ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ କୋରୋନା ଭାଇରସ୍ (Coronavirus) ଯୋଗୁଁ ଲକଡାଉନ (Lockdown) ରେ ଟ୍ରେନ୍ (Train) ଗୁଡିକର ପରିଚାଳନା ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ରେଳ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଧୀରେ ଧୀରେ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦକ୍ଷିଣ ପୂର୍ବ ଜୋନ (South Eastern Railway ) ରେ ଅନେକ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହୋଇଛି ।

ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

About the Author