ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ
Advertisement
Article Detail0/zeeodisha/odisha863608

ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ କୋରୋନା ଭାଇରସ୍ (Coronavirus) ଯୋଗୁଁ ଲକଡାଉନ (Lockdown) ରେ ଟ୍ରେନ୍ (Train) ଗୁଡିକର ପରିଚାଳନା ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ରେଳ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଧୀରେ ଧୀରେ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦକ୍ଷିଣ ପୂର୍ବ ଜୋନ (South Eastern Railway ) ରେ ଅନେକ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହୋଇଛି । 

ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ନୂଆଦିଲ୍ଲୀ: IRCTC Indian Railway News: ଦକ୍ଷିଣ ପୂର୍ବ ରେଳ (South Eastern Railway) ଟ୍ରେନର ପରିଚାଳନାକୁ ସ୍ୱାଭାବିକ କରିବା ଆଡକୁ ଗତି କରୁଛି । ଏହି ଜୋନରେ ଏପ୍ରିଲ୍ ଆରମ୍ଭ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୪୭ଟି ନିୟମିତ ଟ୍ରେନ୍ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଟ୍ରେନ୍ ଗୁଡିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୯ଟି ଟ୍ରେନ୍ ଚଳାଚଳ କରିବ ବୋଲି କୁହାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ଟ୍ରେନ୍ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ପ୍ରସ୍ତାବିତ ୨୯ ଟ୍ରେନର ବଗି ଏବଂ ଇଞ୍ଜିନ୍ ପ୍ରସ୍ତୁତ ହୋଇଯାଇଛି । ଏହି ପ୍ରସ୍ତାବକୁ ରେଳ ବୋର୍ଡକୁ ପଠାଯାଇଛି । ରେଳ ବୋର୍ଡରୁ ସବୁଜ ସଙ୍କେତ ପାଇବା ମାତ୍ରେ ଟ୍ରେନ୍ ଚଳାଇବା କାର୍ଯ୍ୟ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ପୁଣି ଲାଗିବାକୁ ଯାଉଛି ଲକଡାଉନ୍? ସିଏମ୍ ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ କୋରୋନା ଭାଇରସ୍ (Coronavirus) ଯୋଗୁଁ ଲକଡାଉନ (Lockdown) ରେ ଟ୍ରେନ୍ (Train) ଗୁଡିକର ପରିଚାଳନା ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ରେଳ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଧୀରେ ଧୀରେ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦକ୍ଷିଣ ପୂର୍ବ ଜୋନ (South Eastern Railway ) ରେ ଅନେକ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ଦକ୍ଷିଣ ପୂର୍ବ ଜୋନରେ ୪୩ଟି ଟ୍ରେନ୍ ଚାଲୁଛି । ଖୁବ୍ ଶୀଘ୍ର ୪୩ଟି ଟ୍ରେନ୍ ଚଳାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ରେଳ ବିଭାଗର ଯାନ୍ତ୍ରିକ ବିଭାଗକୁ ୪୭ଟି ଟ୍ରେନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୯ଟି ଟ୍ରେନ୍ ପ୍ରସ୍ତୁତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮ଟି ଟ୍ରେନ୍ ପ୍ରସ୍ତୁତ କରିବାକୁ ଏକ ନିର୍ଦ୍ଦେଶ ରହିଛି । ଏହା ପରେ ଦକ୍ଷିଣ ପୂର୍ବ ଜୋନର ଯାନ୍ତ୍ରିକ ବିଭାଗ ଏହି ୧୮ଟି ଟ୍ରେନର ଇଞ୍ଜିନ୍ ଏବଂ ବଗି ପ୍ରସ୍ତୁତ କରିବା ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି

ରେଳ ଅଧିକାରୀ କହିଛନ୍ତି ଯେ, ସ୍ୱତନ୍ତ୍ର ଟ୍ରେନର ଭଡା ଅଧିକ ରଖାଯାଇଛି । କିନ୍ତୁ ଯଦି ନିୟମିତ ଟ୍ରେନ୍ ଚାଲିବା ଆରମ୍ଭ କରେ, ତା’ହେଲେ ପୂର୍ବ ପରି ସମାନ ଭଡା ଆଦାୟ କରାଯିବ । ଅର୍ଥାତ୍ ଭଡା ସ୍ୱାଭାବିକ ହେବ ।

ପ୍ରଥମ ପର୍ଯ୍ୟାୟ

୧. ଟ୍ରେନ୍ ନମ୍ବର 12262, 12261 ଦୁରନ୍ତୋ ଏକ୍ସପ୍ରେସ ହାୱଡ଼ା-ଛତ୍ରପତି ଶିବାଜୀ ଟର୍ମିନାଲ୍ ୧୯ କୋଚ୍ 

୨. ଟ୍ରେନ୍ ନମ୍ବର 12817, 12858 ହାଟିଆ-ଆନନ୍ଦ ବିହାର ଝାଡଖଣ୍ଡ ଏସଜେ ଏକ୍ସପ୍ରେସ ୨୨ କୋଚ୍ 

୩. ଟ୍ରେନ୍ ନମ୍ବର 12873, 12874 ହାଟିଆ-ଆନନ୍ଦ ବିହାର ଝାଡ଼ଖଣ୍ଡ ସ୍ୱର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସ ୨୨ କୋଚ୍

୪. ଟ୍ରେନ୍ ନମ୍ବର 12825, 12826 ରାଞ୍ଚି ନୂଆଦିଲ୍ଲୀ ଝାଡଖଣ୍ଡ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ୧୬ କୋଚ୍ 

୫. ଟ୍ରେନ୍ ନମ୍ବର 12847, 12848 ହାୱଡ଼ା-ଦିଘା ସୁପର ଫାଷ୍ଟ ୧୦ କୋଚ୍

୬. ଟ୍ରେନ୍ ନମ୍ବର 12876, 12869 ହାୱଡ଼ା-ଛତ୍ରପତି ଶିବାଜୀ ଟର୍ମିନାଲ୍ ୨୨ କୋଚ୍ 

୭. ଟ୍ରେନ୍ ନମ୍ବର 22853 ଶାଲିମର-ବିଶାଖାପାଟନମ୍ ଏସଏଫ ଏକ୍ସପ୍ରେସ୍ ୨୨ କୋଚ୍ 

୮.ଟ୍ରେନ୍ ନମ୍ବର 12871 ଇସ୍ପାତ ଏକ୍ସପ୍ରେସ ୨୧ କୋଚ୍

୯.ଟ୍ରେନ୍ ନମ୍ବର 22837 ଧରତୀ ଆୱା ଏକ୍ସପ୍ରେସ୍ ହଟିଆ ଏର୍ନାକୁଲମ୍ ୧୬ କୋଚ୍ 

୧୦. ଟ୍ରେନ୍ ନମ୍ବର 18637 ହାଟିଆ-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ  ୧୯ କୋଚ୍ 

୧୧. ଟ୍ରେନ୍ ନମ୍ବର 20828 ସନ୍ତରାଗାଛୀ-ଜବଲପୁର ହମସଫର ଏକ୍ସପ୍ରେସ ଭିସ୍କୋଜ୍ 

୧୨. ଟ୍ରେନ୍ ନମ୍ବର 22841 ସନ୍ତରାଗାଛୀ-ଚେନ୍ନାଇ ସେଣ୍ଟ୍ରାଲ ଅନ୍ତ୍ୟେଦୟ ଏକ୍ସପ୍ରେସ ୧୮ କୋଚ 

୧୩. ଟ୍ରେନ୍ ନମ୍ବର 22857 ସନ୍ତରାଗାଛୀ-ଆନନ୍ଦ ବିହାର ସାପ୍ତାହିକ ଏକ୍ସପ୍ରେସ ୧୮ କୋଚ୍ 

୧୪. ଟ୍ରେନ୍ ନମ୍ବର 22894 ହାୱଡ଼ା-ଶିରଡି ସାଇ ନଗର ଏକ୍ସପ୍ରେସ ୧୮ କୋଚ୍ 

୧୫. ଟ୍ରେନ୍ ନମ୍ୱର 18628 ରାଞ୍ଚି-ହାୱଡ଼ା ଇଣ୍ଟରସିଟି ଏକ୍ସପ୍ରେସ ୧୪ କୋଚ୍ 

୧୬. ଟ୍ରେନ୍ ନମ୍ବର 22897 ହାୱଡ଼ା ଦିଘା କନ୍ଦାରୀ ଏକ୍ସପ୍ରେସ ୧୭ କୋଚ୍

୧୭.ଟ୍ରେନ୍ ନମ୍ବର 107 ଶାଲିମାର-ଭାଞ୍ଜପୁର ଏକ୍ସପ୍ରେସ ୮ଟି କୋଚ୍

୧୮. ଟ୍ରେନ୍ ନମ୍ବର 18103 ଟାଟା ଅମୃତସର ଏକ୍ସପ୍ରେସ ୨୩ କୋଚ୍

୧୯. ଟ୍ରେନ୍ ନମ୍ବର 18101 ଟାଟା-ଜମ୍ମୁ ତାୱି ଏକ୍ସପ୍ରେସ ୯ କୋଚ୍ 

୨୦. ଟ୍ରେନ୍ ନମ୍ବର 18611 ରାଞ୍ଚି ମାଣ୍ଡୁୱାଡିହ ଏକ୍ସପ୍ରେସ ୧୩ କୋଚ୍ 

୨୧.ଟ୍ରେନ୍ ନମ୍ବର 18631 ରାଞ୍ଚି-ଅଜମେର୍ ଗରିବ ନୱାଜ୍ ଏକ୍ସପ୍ରେସ ୧୬ କୋଚ୍

୨୨. ଟ୍ରେନ୍ ନମ୍ବର 12841 ହାୱଡ଼ା-ଚେନ୍ନାଇ MGR କରୋମଣ୍ଡଲ ଏକ୍ସପ୍ରେସ ୨୪ କୋଚ୍ 

୨୩. ଟ୍ରେନ୍ ନମ୍ବର 22817 ହାୱଡ଼ା-ମୈସୁର ସାପ୍ତାହିକ ଏକ୍ସପ୍ରେସ ୨3 କୋଚ୍

୨୪. ଟ୍ରେନ୍ ନମ୍ବର 22849 ଶାଲିମର-ସିକନ୍ଦରାୱାଦ SF ଏକ୍ସପ୍ରେସ ୨୨ କୋଚ୍ 

୨୫. ଟ୍ରେନ୍ ନମ୍ବର 12885 ଶାଲିମାର-ଭୋଜୋଡିହ ଏକ୍ସପ୍ରେସ ୧୦ କୋଚ୍

୨୬. ଟ୍ରେନ୍ ନମ୍ବର 18047 ହାୱଡ଼ା-ଭାସ୍କାଡାଗାମା ଅମ୍ରାବତୀ ଏକ୍ସପ୍ରେସ ୨୧ କୋଚ୍ 

୨୭. ଟ୍ରେନ୍ ନମ୍ବର 18645 ହାୱଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ୨୩ କୋଚ୍

୨୮. ଟ୍ରେନ୍ ନମ୍ବର 18635 ରାଞ୍ଚି ସାସାରାମ ଏକ୍ସପ୍ରେସ ୧୭ କୋଚ୍ 

୨୯. ଟ୍ରେନ୍ ନମ୍ବର 18622 ହାଟିଆ-ପାଟଳିପୁତ୍ର ଏକ୍ସପ୍ରେସ ୧୬ କୋଚ୍ 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଦ୍ୱିତୀୟ ପର୍ଯ୍ୟାୟ 

୧. ଟ୍ରେନ୍ ନମ୍ବର 18005 କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ (Koraput Samaleshwari Express) ହାୱଡ଼ା-ଜଗଦଲପୁର ୨୪ କୋଚ୍ 

୨. ଟ୍ରେନ୍ ନମ୍ବର 18009 ସନ୍ତରାଗାଛୀ ଅଜମେର୍ ଏକ୍ସପ୍ରେସ୍ ୨୨ କୋଚ୍ 

୩. ଟ୍ରେନ୍ ନମ୍ବର 22825 ଶାଲିମାର-ଚେନ୍ନାଇ ଏକ୍ସପ୍ରେସ ୨୩ କୋଚ୍ 

୪. ଟ୍ରେନ୍ ନମ୍ବର 22830 ଶାଲିମାର-ଭୁଜ୍ ଏକ୍ସପ୍ରେସ ୨୩ କୋଚ୍ 

୫. ଟ୍ରେନ୍ ନମ୍ବର 22851 ସନ୍ତରାଗାଛୀ-ମେଙ୍ଗାଲୁରୁ ବିବେକ ଏକ୍ସପ୍ରେସ ୨୩ କୋଚ୍ 

୬. ଟ୍ରେନ୍ ନମ୍ବର 18030 ଶାଲିମାର-ଲୋକମାନ୍ୟ ତିଲକ ଏକ୍ସପ୍ରେସ ୨୪ କୋଚ୍ 

୭. ଟ୍ରେନ୍ ନମ୍ବର 28181 ଟାଟା କାଟିହର ଲିଙ୍କ୍ ଏକ୍ସପ୍ରେସ୍ ୧୮ କୋଚ୍ 

୮. ଟ୍ରେନ୍ ନମ୍ବର 18603 ରାଞ୍ଚି ଭାଗଲପୁର ଏକ୍ସପ୍ରେସ ୧୩ କୋଚ୍ 

୯. ଟ୍ରେନ୍ ନମ୍ବର 18613 ରାଞ୍ଚି-ଚୌପନ୍ ଏକ୍ସପ୍ରେସ ୧୨ କୋଚ୍ 

୧୦. ଟ୍ରେନ୍ ନମ୍ବର 18106 ରାଉରକେଲା ଜଗଦଲପୁର ଏକ୍ସପ୍ରେସ ୧୧ କୋଚ୍ 

୧୧. ଟ୍ରେନ୍ ନମ୍ବର 18639 ରାଞ୍ଚି-ଆରା ଏକ୍ସପ୍ରେସ ୧୪ କୋଚ୍ 

୧୨. ଟ୍ରେନ୍ ନମ୍ବର 18117 ରାଉରକେଲା-ଗୁଣପୁର ରାଜରାନୀ ଏକ୍ସପ୍ରେସ ୧୬ କୋଚ୍ 

୧୩. ଟ୍ରେନ୍ ନମ୍ବର 18111 ଟାଟା ଯଶୱନ୍ତପୁର ଏକ୍ସପ୍ରେସ ୨୦ କୋଚ୍

୧୪. ଟ୍ରେନ୍ ନମ୍ବର 20889 ହାୱଡ଼ା-ତିରୁପତି ହମସଫର ଏକ୍ସପ୍ରେସ ୧୯ କୋଚ୍

୧୫. ଟ୍ରେନ୍ ନମ୍ବର 22887 ହାୱଡ଼ା- ଯଶବନ୍ତପୁର ଏକ୍ସପ୍ରେସ ୧୯ କୋଚ୍ 

୧୬. ଟ୍ରେନ୍ ନମ୍ବର 22831 ହାୱଡ଼ା-ଶ୍ରୀ ସତ୍ୟ ସାଇ ପ୍ରଶାନ୍ତୀ ନୀଲାୟମ୍ ସୁପରଫାଷ୍ଟ ୨୩ କୋଚ୍ 

୧୭. ଟ୍ରେନ୍ ନମ୍ବର 22855 ସନ୍ତରାଗାଛୀ ତିରୁପତି ଏକ୍ସପ୍ରେସ୍ ୨୩ କୋଚ୍