Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର

Iran Hijab Row: ଇସଲାମିକ ନିୟମ ଲାଗୁ କରିବା ପାଇଁ ଇରାନରେ ଏକ ନୈତିକତା ପୋଲିସ କାର୍ଯ୍ୟ କରୁଛି। ହିଜାବ ନ ପିନ୍ଧି ଗିରଫ ହୋଇଥିବା ମହସା ଆମିନୀଙ୍କୁ ନୈତିକତା ପୋଲିସ ନିର୍ଦ୍ଦୟ ଭାବରେ ନିର୍ଯାତନା ଦେଇଥିଲା। ମହସା ଆମିନୀଙ୍କୁ ଏତେ ମାଡ ଦିଆଯାଇଥିଲା ଯେ, ସେ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ହିଜାବ ଆଇନ ଏବଂ ଇରାନ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ।

 Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର
Image Credit: ପ୍ରତିକାତ୍ମକ ଫଟୋ

About the Author