Kalpana Soren: ଜେଲରେ ପତି, ବିପଦରେ ପାର୍ଟି...କେମିତି ସମ୍ଭାଳିବେ କଳ୍ପନା ସୋରେନ୍?

Kalpana Soren: ଆଜି ଝାଡଖଣ୍ଡ ରାଜ୍ୟର ନିର୍ମାତା ଓ ଜେଏମଏମର ଅଧ୍ୟକ୍ଷ ପୂଜ୍ୟ ବାବା ଦିଶୋମ ଗୁରୁଜୀ ଓ ମାଙ୍କ ଆଶୀର୍ବାଦ ନେଇଛି । ଏହାସହ ସକାଳ ସମୟରେ ହେମନ୍ତ ଜୀଙ୍କୁ ମଧ୍ୟ ଭେଟିଥିଲି। ତେବେ ଝାଡଖଣ୍ଡ ରାଜ୍ୟର ଲୋକଙ୍କ ଦାବି ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ମୁଁ ରାଜନୈତିକ ଯାତ୍ରାରେ ଯୋଗ ଦେବାକୁ ଯାଉଛି।

Kalpana Soren: ଜେଲରେ ପତି, ବିପଦରେ ପାର୍ଟି...କେମିତି ସମ୍ଭାଳିବେ କଳ୍ପନା ସୋରେନ୍?

About the Author