କ୍ରିକେଟ୍ ଜଗତରୁ ବିଦାୟ ନେଲେ ହରଭଜନ; ରାଜନୈତିକ ଫିଲ୍ଡରେ ଆରମ୍ଭ କରିବେ ନୂଆ ଇନିଂସ

Harbhajan Singh Announces His Retirement: ଭାରତର ଷ୍ଟାର୍ ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ୱିକେଟ୍ ନେଇଛନ୍ତି । ଖବର ଅନୁସାରେ ସେ ରାଜନୈତିକ ଫିଲ୍ଡରେ ନିଜର ନୂଆ ଇନିଂସ ଆରମ୍ଭ କରିପାରନ୍ତି ।

କ୍ରିକେଟ୍ ଜଗତରୁ ବିଦାୟ ନେଲେ ହରଭଜନ; ରାଜନୈତିକ ଫିଲ୍ଡରେ ଆରମ୍ଭ କରିବେ ନୂଆ ଇନିଂସ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More