ବଞ୍ଚିଥିଲା ବେଳେ ଶୁଣିଲନି, ମରିଗଲା ପରେ କି ଲାଭ ହୋ !

ତାଲାବନ୍ଦ ପରେ ଅନେକ କିଛି ବଦଳି ଯାଇଛି । ତନ୍ମଧ୍ୟରୁ ଏମିତି ଅନେକ କାହାଣୀ ଅଛି, ଯାହା ଆମକୁ ଜଣା ନାହିଁ । ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଉଁଠି କ୍ରସର ମେସିନ ଭିତରେ ଖୁନ୍ଦି ହୋଇ ଲୋକ ଯାଉଛନ୍ତି ତ ଆଉ କେଉଁଠି ସହସ୍ର କିଲୋମିଟର ଚାଲିଚାଲି ଯାଉଛନ୍ତି । ସରକାରଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦୀର୍ଘଦିନ ଧରି ଦେଖାଯାଇ ନ ଥାଏ । କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ଟ୍ୱିଟର୍, ଫେସବୁକରେ ତା' ପାଇଁ ଶୋକବାର୍ତ୍ତାର ବର୍ଷା ହୋଇଥାଏ ।

ବଞ୍ଚିଥିଲା ବେଳେ ଶୁଣିଲନି, ମରିଗଲା ପରେ କି ଲାଭ ହୋ !
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author