Odia cinema
ବଦଳୁଛି ଓଡ଼ିଆ ସିନେମା, ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ?
ସେହିପରି ଦିନକୁ ଦିନ ଯୁବପିଢ଼ି ସିନେମା ପ୍ରତି ଆକର୍ଷିତ ହେଉଥିବାବେଳେ ଟେକ୍ନୋଲୋଜି ମଧ୍ୟ ବିକଶିତ ହେଉଛି।
Apr 26,2021, 21:55 PM IST
Pranab prakash das
ଖଜୁରୀ ଗଛକୁ ଚଡ଼କ ମାରିଲେ, ତାଳ ଗଛ ପୋଡ଼ି ଯାଉଛି !
କିଛିଦିନ ପୂର୍ବେ ଦିଲ୍ଲୀ ଦରବାରରେ ହରେକୃଷ୍ଣ ମହତାବଙ୍କ ପୁସ୍ତକ 'ଓଡ଼ିଶା ଇତିହାସ'ର ହିନ୍ଦୀ ଅନୁବାଦ ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହରେକୃଷ୍ଣ ମହତାବଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ଏହାସହ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଧର୍ମେନ୍ଦ୍ର ମଧ୍ୟ ଭର୍ତ୍ତୃହରିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।
Apr 13,2021, 22:57 PM IST
Naveen Patnaik
ରାଜ୍ୟ ସ୍ୱାର୍ଥ ବନାମ ରାଜନୀତି; ବାସ୍ତବରେ ଲାଭ କାହାର ?
ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ଅଭିମୁଖେ ଫ୍ଲାଗମାର୍ଚ୍ଚ କରିଥିଲେ। ଆଉ ବିରୋଧୀ ବିଜେପି (BJP) କୁ ବାଟ କଢ଼େଇ ନେଇଥିଲା ସ୍ୱୟଂ ଶାସକ ଦଳ ବିଜେଡି (BJD)।
Mar 19,2021, 10:04 AM IST
Similipal jungle fire
ବିଜେପି ହାତରେ ଜଙ୍ଗଲ ନିଆଁ, କେମିତି ମାଇଲେଜ ନେବ ବିଜେଡି ?
ନିଆଁ ବ୍ୟାପୁଛି, ଜଙ୍ଗଲ ଜଳୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ବହ୍ନି ଜଳୁଛି। ଆଉ ତାହା ହେଲା ପଲିଟିକାଲ ଫାୟାର। ରାଜନୀତିର ଏହି ନିଆଁ ଏବେ ବିଜେପି ପାଇଁ ମରୁଭୂମିରେ ବର୍ଷା ଭଳି ମନେ ହେଉଛି।
Mar 12,2021, 22:03 PM IST
Aandhra Pradesh
କୋଟିଆ ସମାଧାନର କାହିଁକି ସେତୁ ସାଜୁନାହାନ୍ତି ବିଶ୍ୱଭୂଷଣ ?
ରାଜ୍ୟ ବା ଦେଶର ମଙ୍ଗଳ ପାଇଁ କୌଣସି ଏକ ପରାମର୍ଶ ଦେବା ବା ହସ୍ତକ୍ଷେପ କରିବା ଦେଶର ଅନ୍ୟ ରାଜ୍ୟରେ ନଜିର ରହିଛି।
Feb 18,2021, 22:25 PM IST
Union budget
EXCLUSIVE: ବଜେଟ-ବାହାନା-ବାସ୍ତବ
କୋରୋନା (Corona Virus) ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ସରକାର କେତେକ କ୍ଷେତ୍ରରେ ଏଥର କାଣ୍ଟଛାଣ୍ଟ କରିପାରନ୍ତି। ପାକିସ୍ତାନ ଓ ଚୀନର ଯୁଦ୍ଧଂଦେହି ଡାକରା ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ଏଥର ସରକାର ବଜେଟରେ କେତେକାଂଶରେ ଅଙ୍କୁଶ ଲଗାଇ ପାରନ୍ତି।
Jan 30,2021, 21:46 PM IST
Narendra Modi
ଦୁଇ ବର୍ଷରେ ୨ଥର ଜଳିଲା ଦିଲ୍ଲୀ, ଚାଷୀଙ୍କ ପାଇଁ ପୁଣି ସମ୍ୱୋଧନ କରିବେ କି ପ୍ରଧାନମନ୍ତ୍ରୀ ?
ଟ୍ରାକ୍ଟର ରାଲି। ହଜାର ହଜାର ଚାଷୀ ଟ୍ରାକ୍ଟର ଘେନି ଲାଲକିଲ୍ଲାରେ ପଶିଗଲେ। ଆଇନକୁ ହାତକୁ ନେଇ ବ୍ୟାରିକେଡ୍ ଭାଙ୍ଗି ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ଦେଶର ଅନ୍ନଦାତା। ଏବେ ମାମଲା ଗମ୍ଭୀର ହୋଇଛି। ଦେଶର ରାଜଧାନୀରେ ଅରାଜକତା ସୃଷ୍ଟି ହୋଇଛି। ଦୋଷ ଯାହାର ବି ହେଉ, ଶାନ୍ତି ଫେରି ଆସୁ। କିନ୍ତୁ, ଆଜିର ଏହି ଆନ୍ଦୋଳନ ଭବିଷ୍ୟତରେ ଲେଖା ହେବାକୁ ଥିବା ଇତିହାସକୁ ଅନେକ ତଥ୍ୟ ଦେଇଛି, ଅନେକ ଇସାରା ବି ଦେଇଛି।
Jan 26,2021, 15:34 PM IST
CM Naveen at Kalahandi
କଳାହାଣ୍ଡିରୁ ନବୀନ ଫୁଙ୍କିଲେ ପଶ୍ଚିମ-ପଞ୍ଚଜନ୍ୟ; ଫୋକସରେ ପୌର ଓ ପଞ୍ଚାୟତ ନିର୍ବାଚନ
୨୦୧୨ ମସିହାରେ ଦଳ ଯେଉଁ ସଫଳତା ହାସଲ କରିଥିଲା, ୨୦୧୭ରେ ତାହା ହୋଇ ନ ଥିଲା। ତେଣୁ, ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଯଦି ପଶ୍ଚିମ ଓଡ଼ିଶା ଦଖଲ କରିନେବ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ପଶ୍ଚିମ ଓଡ଼ିଶାରେ ନିହାତି ଭଲ ଫଳ ପ୍ରଦର୍ଶନ କରିବ।
Jan 14,2021, 22:32 PM IST
Naveen Pattnaik
ନବୀନଙ୍କ ନୂଆ ଯୁଦ୍ଧଂଦେହି ଡାକରା: ଜଟିଳ ହେବ ଆଞ୍ଚଳିକ ବନାମ ଜାତୀୟ ରାଜନୀତି
ବିଜେଡି-ବିଜେପି ଭିତିର ସମ୍ପର୍କ ନେଇ ଆଲୋଚନା ବି ହେଉଥିଲା। କିନ୍ତୁ, ଅଚାନକ୍ ନବୀନଙ୍କ ଏହି କଠୋର ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଦେଇଛି।
Dec 19,2020, 22:10 PM IST
assembly session definition
ବଦଳିଛି ବିଧାନସଭାର ସଂଜ୍ଞା
ସରକାର ଯେତିକି ବିଲ ପାରିତ କରିବା କଥା, ତାହା କରି ଦେଉଛନ୍ତି। ଆଉ ତା ପରେ ଗୃହକୁ ଅଧିବେଶନ ସରିବା ପୂର୍ବରୁ ସାଇନଡାଏ କରି ଦେଉଛନ୍ତି।
Nov 29,2020, 23:25 PM IST
Doordarshan
ଦୂରଦର୍ଶନ: ୬୧ ବର୍ଷର ଲମ୍ୱା ସଫର୍
୨୦୧୪ରେ ଦୂରଦର୍ଶନ ଏକ ନୂଆ ଥିମ୍ ନେଇ ଆଉ ଥରେ ଲଞ୍ଚ୍ ହୋଇଥିଲା । ନଭେମ୍ୱର ୧୭ ତାରିଖରେ 'ଦେଶ୍ କା ଅପନା ଚ୍ୟାନେଲ୍' ଥିମ୍ ନେଇ ଗୋଲାପି ଓ ବାଇଗଣୀ ରଙ୍ଗରେ ଏହା ପ୍ରସାରିତ ହେଲା । ଏହାକୁ ଦୂରଦର୍ଶନର ଡିଜି ବିଜୟଲକ୍ଷ୍ମୀ ଛାବ୍ରା ଘୋଷଣା କରିଥିଲେ ।
Sep 15,2020, 20:11 PM IST
congress
ବୁଢ଼ାଙ୍କ ମନଊଣା, ପିଲାଏ ବାଟବଣା, କ୍ଷତାକ୍ତ ଡେଣାରେ କେମିତି ଉଡ଼ିବ କଂଗ୍ରେସ?
'ଆତ୍ମନିର୍ଭର ଭାରତ'ରେ ରାହୁଲଙ୍କ ଭୂମିକା ଓ ରଣନୀତି ସର୍ବଦା ଦୁର୍ବଳତାର ପରିଚୟ ପାଇଛି। ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ କଥା ବିଚାର କଲେ, ୨୦୧୯ ସିଡବ୍ଲୁସି ବୈଠକ ପରେ ପ୍ରିୟଙ୍କା ରାହୁଲଙ୍କ ସାଥୀରେ ଥିବା କହିଥିଲେ।
Aug 24,2020, 22:13 PM IST
Hindustani music
ହିନ୍ଦୁସ୍ଥାନୀ ସଙ୍ଗୀତର ଆକାଶରେ ସୂର୍ଯ୍ୟ ଥିଲେ 'ସଙ୍ଗୀତ ମାର୍ତଣ୍ଡ' ଯଶରାଜ
୨୦୧୬ ମସିହା ଡିସେମ୍ୱର ୧୭ ତାରିଖ। ଜାଡ଼ ସନ୍ଧ୍ୟା ରାତି। ଥୁରଥୁର୍ ଶୀତରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଭିତରୁ ଭାସି ଆସୁଛି ଉଚ୍ଚ ସ୍ୱରରେ ଶାସ୍ତ୍ରୀୟ ସଙ୍ଗୀତର କିଛି ପଦ। ମନ ଟାଣି ନେଇଥିଲା ସେହିଆଡ଼େ। ଏହା ପୂର୍ବରୁ ତାଙ୍କୁ କେବେ ଭେଟି ନ ଥିଲି। ଧଳା ରଙ୍ଗର ଏକ କୂର୍ତ୍ତା ପିନ୍ଧିଥିଲେ।
Aug 17,2020, 22:09 PM IST
Odia Journalism Day
ଓଡ଼ିଆ ସାମ୍ବାଦିକତା ଦିବସ ଓ 'ଉତ୍କଳ ଦୀପିକା'
୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେହି ବର୍ଷ ହିଁ ଉତ୍କଳ ଦୀପିକା ବନ୍ଦ ହୋଇଯାଇଥିଲା ।
Aug 4,2020, 11:17 AM IST
Bijay Mohanty
ଅପାସୋରା ମଣିଷର ନାଁ 'ବିଜୟ'
ମୃତ୍ୟୁ ତ ଚିରନ୍ତନ । ମୃତ୍ୟୁ ହିଁ ହେଉଛି ଜୀବନର ଅନ୍ୟତମ ସତ୍ୟ । ଜଣେ କଳାକାରର କିନ୍ତୁ କେବେ ମୃତ୍ୟୁ ନ ଥାଏ । ସେ ସବୁଦିନ ଅମର । ସେଥିପାଇଁ ବିଜୟ ମହାନ୍ତି ମଧ୍ୟ ଚିରଦିନ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଆଉ ପ୍ରାଣରେ ଅମର ହୋଇ ରହିଥିବେ ।
Aug 1,2020, 23:16 PM IST
Rajasthan political crisis
ବନ୍ଧ ନ ବାନ୍ଧିଲେ ଭୁଶୁଡ଼ିଯିବା ଆଶଙ୍କା
ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଖଣ୍ଡଯୁଦ୍ଧକୁ କେତେକ ବରିଷ୍ଠ କଂଗ୍ରେସ ନେତା ସ୍ୱୀକାର କରିଛନ୍ତି । କପିଲ ଶିବଲ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି ।
Jul 12,2020, 15:13 PM IST
BJP virtual rally
ମହାମାରୀ ସମୟରେ ଆତ୍ମ ଗୁଣଗାନ କାହିଁକି ?
ଜନତା କର୍ଫ୍ୟୁ ତ ଇତିହାସରେ ଲିପିବଦ୍ଧ ହୋଇ ରହିବ, କିନ୍ତୁ ତା’ ସାଙ୍ଗକୁ ‘ଆତ୍ମ ନିର୍ଭର ଭାରତ’ର ନିର୍ମାତା ଓ ସେମାନଙ୍କ ଆତ୍ମ ପ୍ରଚାର ମଧ୍ୟ ସବୁଦିନ ପାଇଁ ଇତିହାସ ବନି ରହିଯିବ ।
Jun 9,2020, 8:03 AM IST
migrant workers
ବଞ୍ଚିଥିଲା ବେଳେ ଶୁଣିଲନି, ମରିଗଲା ପରେ କି ଲାଭ ହୋ !
ତାଲାବନ୍ଦ ପରେ ଅନେକ କିଛି ବଦଳି ଯାଇଛି । ତନ୍ମଧ୍ୟରୁ ଏମିତି ଅନେକ କାହାଣୀ ଅଛି, ଯାହା ଆମକୁ ଜଣା ନାହିଁ । ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଉଁଠି କ୍ରସର ମେସିନ ଭିତରେ ଖୁନ୍ଦି ହୋଇ ଲୋକ ଯାଉଛନ୍ତି ତ ଆଉ କେଉଁଠି ସହସ୍ର କିଲୋମିଟର ଚାଲିଚାଲି ଯାଉଛନ୍ତି । ସରକାରଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦୀର୍ଘଦିନ ଧରି ଦେଖାଯାଇ ନ ଥାଏ । କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ଟ୍ୱିଟର୍, ଫେସବୁକରେ ତା' ପାଇଁ ଶୋକବାର୍ତ୍ତାର ବର୍ଷା ହୋଇଥାଏ ।
May 9,2020, 22:57 PM IST
Tax Burden
ଜୀବନ ଓ ଜୀବିକା ବିପତ୍ତି ବେଳେ ଟିକସ ବୋଝ କାହିଁକି ?
ବର୍ତ୍ତମାନ ସାରା ବିଶ୍ୱ କୋରୋନା ପାଇଁ ଚିନ୍ତିତ ଅଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ମୃତ୍ୟୁ ଅନୁପାତ ସେହି ହିସାବରେ ବଢ଼ୁ ନ ଥିଲେ ବି ଧୀରେଧୀରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ଜୀବିକା ଯାଉଛି, ଜୀବନ ବି ଯାଇଛି। କେତେକ ସଂସ୍ଥା ଦରମା କମ୍ କରି ଦେଇଥିବାବେଳେ ଆଉ କେତେକ ସଂସ୍ଥା ୫୦ ପ୍ରତିଶତ କର୍ମଚା
May 6,2020, 22:39 PM IST
rishi kapoor
କେମିତି ଭରିବ ଏତେ ବଡ଼ କ୍ଷତ ?
ବର୍ଷିୟାନ ଅଭିନେତାଙ୍କ କ୍ଷତି ଭରିବ କିଏ...
Apr 30,2020, 21:44 PM IST
Ranjan Gogoi
ସବୁ ଶପଥ ପରେ...
ରାଜ୍ୟସଭାରେ ଏବେ ଏନଡିଏର ୧୩୨ ସାଂସଦ ଥିବାବେଳେ ବିଜେପିର କେବଳ ୮୨ ସାଂସଦ ଅଛନ୍ତି । ତେଣୁ ବିଜେପିର ସାଂସଦ ସଂଖ୍ୟା କମ୍ ଥିବାରୁ ବିରୋଧୀ ଲୋକ ସଭା ଅପେକ୍ଷା ରାଜ୍ୟ ସଭାରେ ବିଜେପିକୁ ବେଶୀ ଅଡ଼ୁଆରେ ପକାଉଛନ୍ତି ।
Mar 17,2020, 22:19 PM IST
DelhiElections
ବିକାଶ ଆଗରେ 'ଜାତିବାଦ' ରାଜନୀତି ଫେଲ୍ !
ଦୀର୍ଘ ୨୧ ବର୍ଷ ଧରି ବିଜେପି ଦିଲ୍ଲୀରେ ସତ୍ତା ଠାରୁ ଦୂରେଇ ରହିଛି । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଗେରୁଆ ଦଳ ହାରିବା ପରେ ଦିଲ୍ଲୀ ପାଇଁ ଦଳ, ବଳ ସବୁ ଲଗାଯାଇଥିଲା । କାରଣ ଦିଲ୍ଲୀ ନିର୍ବାଚନ ହାରିଗଲେ ଦଳ ପାଇଁ ବଡ଼ କ୍ଷତି ହେବ ।
Feb 8,2020, 22:24 PM IST
indian budget 2020
'ମାର୍ଗାରେଟ'ଙ୍କ ପରି ଇତିହାସ ରଚିବେ କି ସୀତାରମଣ ?
ଇଂଲଣ୍ଡରେ ୧୯୭୯ ମସିହାରେ ଜେମ୍ସ କଲାଘାନ ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ମାର୍ଗାରେଟ୍ ଥାଚର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ଇଂଲଣ୍ଡର ଆର୍ଥିକ ଅବସ୍ଥା ସାଙ୍ଘାତିକ ଥିଲା । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଇଂଲଣ୍ଡର ମଙ୍ଗ ସମ୍ଭାଳିଥିଲେ ସେଠାକାର ପ୍ରଥମ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର ।
Jan 29,2020, 22:36 PM IST
Naxalite
ବିଲୀନ ପଥରେ 'ନକ୍ସଲବାଦ'
ଗରିବଙ୍କ ହକ୍ ପାଇଁ ଜନ୍ମ ନେଇଥିଲା 'ନକ୍ସଲବାଦ'।
Jan 27,2020, 22:05 PM IST
Climate Change
ଶନିଦଶାରୁ ମୁକ୍ତି ନାହିଁ
ଏଇ କିଛିଦିନ ଧରି ଅଷ୍ଟ୍ରେଲିଆ ସମଗ୍ର ବିଶ୍ୱରେ ଶିରୋନାମା ପାଲଟିଛି । ଜଙ୍ଗଲରେ ନିଆଁ ଲାଗିବା, ବର୍ଷା ହେବା ଏବଂ ଏବେ ଧୂଳି ଝଡ଼ । ସମଗ୍ର ଅଷ୍ଟ୍ରେଲିଆକୁ ଏବେ ଧୂଳିଝଡ଼ ଗ୍ରାସିଛି । ତେବେ କେଉଁଠି ନା କେଉଁଠି ଏଥିପାଇଁ ଆମେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରି ପାରିବା ?
Jan 21,2020, 22:36 PM IST
CAA Protest
ଭାରତ ବନାମ ବିରୋଧ
ନାଗରିକତା ସଂଶୋଧନ ଆଇନ, ଏ ବିଷୟରେ କେତେକ ଅବଗତ ହୋଇ ବିରୋଧ କରୁଛନ୍ତି, ତ ଆଉ କେତେକ ଲୋକ କିଛି ନ ବୁଝି ନ ଶୁଝି ପାଳି ଧରୁଛନ୍ତି
Dec 19,2019, 21:36 PM IST
Nirbhaya
ନିର୍ଭୟାର ଆତ୍ମାକୁ ଶାନ୍ତି !
୨୦୧୨ ମସିହା ଡିସେମ୍ୱର ୧୬ ତାରିଖ ରାତିରେ ଦିଲ୍ଲୀରେ ଯାହା ଘଟି ଯାଇଥିଲା, ତାହା ଭାରତୀୟ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ଚିରକାଳ ରହିଥିବ। ନିର୍ଭୟାକୁ ଯେଉଁ ଛଅ ଜଣ ଅତି ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ, ସେମାନେ ହୁଏ ତ ଏବେ ଅନୁତାପ କରୁଥିବେ। କିନ୍ତୁ ମଣିଷ ଯେ କେତେ ନୃଶଂସର ଚରମସୀମାକୁ ଯାଇପାରେ, ତାହା ବି ସେମାନେ ଶିଖାଇ ଦେଇଛନ୍ତି। ସୁପ୍ରିମକୋର୍ଟ ଦୋଷୀମାନଙ୍କର ଫାଶୀଦଣ୍ଡକୁ କାଏମ୍ ରଖିଛନ୍ତି। ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂ ନାମକ ଦୋଷୀର ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଦେବା ପରେ ଏବେ ସେମାନଙ୍କ ଫାଶୀ ପାଇଁ ରାସ୍ତା ସଫା ହୋଇଯାଇଛି। ନୂଆବର୍ଷର ନୂଆ ତାରିଖରେ ସେମାନଙ୍କୁ ଫାଶୀ ଦିଆଯିବ। ଆସନ୍ତା ୭ ତାରିଖରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପରେ ଏହା ସ୍ଥିର ହୋଇଯିବ। ତେବେ ସେମାନଙ୍କୁ ଫାଶୀ ଦିଆଗଲେ ନିର୍ଭୟାର ଆତ୍ମାକୁ କ'ଣ ଶାନ୍ତି ମିଳିବ ? ଏହା ନିହାତି ଏକ ବଡ଼ ପ୍ରଶ୍ନ।
Dec 18,2019, 22:13 PM IST
CAA protests
ଈଶ୍ୱରଙ୍କ ଶରଣ ନେବାର ସମୟ ଆସିଛି !
ମହାତ୍ମା ଗାନ୍ଧି ଅହିଂସାର ମାର୍ଗ ଆପଣାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ଏହାସହ ରାମ ରାଜ୍ୟ ଗଠନ କରିବାକୁ ବାପୁଙ୍କ ଥିଲା ଏକ ସ୍ୱପ୍ନ । କିନ୍ତୁ ତାଙ୍କ ସ୍ୱପ୍ନ ତ ଦୂରର କଥା, ତାଙ୍କୁ ଆଜିର ଦିନରେ ଅପରାଧୀ ସଜାଇ ତାଙ୍କରି ହତ୍ୟାକାରୀକୁ ଦେଶଭକ୍ତର ଆଖ୍ୟା ମିଳୁଛି । ସେହପରି ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ରହି, କେତେବେଳେ ଗଡ଼ସେ, କେତେବେଳେ ସଭରକରଙ୍କୁ ହିରୋ ବନାଇ ଦିଆଯାଉଛି । ତେଣୁ, ଏବେ ହିଂସାର ରାବଣ ରାଜ୍ୟ ଗଠନ ଅପେକ୍ଷା ଈଶ୍ୱରଙ୍କ ଶରଣ ନେବାର ପ୍ରକୃତ ସମୟ ଆସିଛି ।
Dec 16,2019, 22:30 PM IST
Parliament winter session
ସଂସଦରେ ଅ(ନ)ର୍ଥନୀତିକୁ କବର୍
ଇତିହାସ ଗାହାଣରେ ସରିଗଲା ଶୀତ ଅଧିବେଶନ
Dec 13,2019, 17:52 PM IST
rape in india
ଦିଲ୍ଲୀ ରେପ୍ କ୍ୟାପିଟାଲ: ସେବେ ବି ଥିଲା, ଆଜି ବି ଅଛି !
ଦିନେ ମୋଦି ବି ଦିଲ୍ଲୀକୁ କହିଥିଲେ 'ରେପ୍ କ୍ୟାପିଟାଲ' ।
Dec 13,2019, 14:33 PM IST
Modi govt.
ରାଜନୀତି ବ୍ୟତୀତ କ'ଣ ଆଉ ପ୍ରସଙ୍ଗ ନାହିଁ ?
ଦେଶକୁ ଏବେ ଆଉ ଏକ ଗ୍ରହର କୋପ ଦୃଷ୍ଟି ପଡ଼ିଛି । ସେଇଟା ହେଉଛି ଆର୍ଥିକ ମାନ୍ଦାବସ୍ଥା । ଦେଶର ମୋଟ ଘରୋଇ ଉତ୍ପାଦ ଏବେ ୪.୫ ପ୍ରତିଶତ ରହିଛି, ଯାହା ନିହାତି ଭାବେ ଚିନ୍ତାଜନକ ବିଷୟ । ଏହା ଆଗକୁ ଆହୁରି ଖସିବ । ଦେଶରେ ଏବେ ଲୋକଙ୍କ ପାଖରେ ଚାକିରି ନାହିଁ ।
Dec 9,2019, 22:09 PM IST
onion
ପଲିଟିକାଲ୍ ଭେଜିଟେବୁଲ୍
ଆଖିରୁ ଶୁଖୁନି ଲୁହ
Dec 3,2019, 21:28 PM IST
#Maharashtra politics
ଅତି ଲେମ୍ୱୁ ଚିପୁଡ଼ିଲେ...
୫୬ ଇଞ୍ଚକୁ ୫୬ ଝଟକା!
Nov 27,2019, 22:02 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.