Tax Relief: ୧ ଲକ୍ଷ କରଦାତାଙ୍କୁ ଆଶ୍ୱସ୍ତି, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରଛାଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏକ କୋଟିରୁ ଅଧିକ ଟିକସଦାତାଙ୍କ ପାଇଁ ବହୁତ ଆଶ୍ୱସ୍ତିକର ଖବର ରହିଛି ଯେଉଁମାନଙ୍କ ଉପରେ ଆୟକର ବିଭାଗ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦାବି କରି ନୋଟିସ୍ ପଠାଇଛି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି ଫେବୃଆରୀ ୧୩, ୨୦୨୪ରେ ଜାରି କରାଯାଇଥିବା ଆଦେଶରେ କହିଛି ଯେ ଆୟକର ବିଭାଗ ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ପୁ

Tax Relief: ୧ ଲକ୍ଷ କରଦାତାଙ୍କୁ ଆଶ୍ୱସ୍ତି, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରଛାଡ଼ ନିଷ୍ପତ୍ତି

About the Author