ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!

ନୂତନ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନଙ୍କୁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ସୁବିଧା ମିଳିପାରେ । ପ୍ରସ୍ତାବ ଅନୁଯାୟୀ ଯଦି କୌଣସି କର୍ମଚାରୀ ଚାରି ଦିନରେ ୪୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ତିନିଟି ଛୁଟି ଦିଆଯାଇପାରେ ।

ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!

About the Author