Omicron: ଏହି ପାଞ୍ଚଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍ ଭାରିଆଣ୍ଟ; ଦେଶରେ ମୋଟ ମାମଲା 21 କୁ ବୃଦ୍ଧି

Omicron Case: ରାଜସ୍ଥାନର ଜୟପୁରରେ ଓମିକ୍ରନ୍ ର ଭାରିଆଣ୍ଟ (Omicron Variant) ନଅଟି ମାମଲା ରିପୋର୍ଟ ହୋଇଛି । ଏହି ଚାରି ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣା ପଡ଼ିଛି । ସମସ୍ତ ଚାରିଜଣଙ୍କୁ RUHS ରେ ଭର୍ତ୍ତି କରାଯାଇଛି ।

Omicron: ଏହି ପାଞ୍ଚଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍ ଭାରିଆଣ୍ଟ; ଦେଶରେ ମୋଟ ମାମଲା 21 କୁ ବୃଦ୍ଧି

About the Author