PM Kisan: ନୂଆ ବର୍ଷରେ ୧୧ କୋଟି ଚାଷୀଙ୍କୁ ଉପହାର ଦେବେ ମୋଦି ସରକାର

PM Kisan Samman Nidhi Scheme: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରିବା ପରେ କୃଷକମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

PM Kisan: ନୂଆ ବର୍ଷରେ ୧୧ କୋଟି ଚାଷୀଙ୍କୁ ଉପହାର ଦେବେ ମୋଦି ସରକାର

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More