PM Modi ଦେଶ ପାଇଁ ଉତ୍ସର୍ଗ କଲେ 5 AIIMS, ଏହି ରାଜ୍ୟଗୁଡିକ ପାଇଲେ ସୁପର ସ୍ପେସିଆଲିଟି ହସ୍ପିଟାଲ୍

PM Modi dedicated 5 AIIMS to the country: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ (ଗୁଜୁରାଟ), ବଥୀଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତରପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଓ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ) ରେ ପାଞ୍ଚଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

PM Modi ଦେଶ ପାଇଁ ଉତ୍ସର୍ଗ କଲେ 5 AIIMS, ଏହି ରାଜ୍ୟଗୁଡିକ ପାଇଲେ ସୁପର ସ୍ପେସିଆଲିଟି ହସ୍ପିଟାଲ୍
Image Credit: PM Modi dedicated 5 AIIMS

About the Author