Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁ ଚାଲିଗଲା ୫ ନିରିହ ଜୀବନ। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ

About the Author