ପୂର୍ବତନ ଝାଡ଼ଖଣ୍ଡ ସିଏମ ହେମନ୍ତ ସୋରେନଙ୍କୁ ଝଟକା, ଆବେଦନ ଶୁଣିବାକୁ କରିବାକୁ ମନାକରିଦେଲେ SC

Supreme Court on Hemant Soren: ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋରେନଙ୍କୁ ପଚାରିଲେ ଆପଣ କାହିଁକି ହାଇକୋର୍ଟକୁ ଯାଉନାହାଁନ୍ତି? ବରିଷ୍ଠ ଆଡଭୋକେଟ କପିଲ ସିବଲ ସୋରେନଙ୍କ ତରଫରୁ ହାଜର ହୋଇ କହିଛନ୍ତି ଯେ ଏହି ମାମଲା ଗିରଫ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ। ସୁପ୍ରିମକୋର୍ଟ ଏହା ଉପରେ କହିଛନ୍ତି ଯେ କୋର୍ଟ ସମସ୍ତଙ୍କ ପାଇଁ ଖୋଲା ଓ ହାଇକୋର୍ଟ ଏକ ସାମ୍ବିଧାନିକ ଅଦାଲତ।

ପୂର୍ବତନ ଝାଡ଼ଖଣ୍ଡ ସିଏମ ହେମନ୍ତ ସୋରେନଙ୍କୁ ଝଟକା, ଆବେଦନ ଶୁଣିବାକୁ କରିବାକୁ ମନାକରିଦେଲେ SC
Image Credit: Supreme Court on Hemant Soren

About the Author