ମାଲିକ ମୁଣ୍ଡରୁ କମିଲା ବୋଝ; କୁକୁର ଓ ଘୋଡାଙ୍କୁ ମିଳିବ ପେନସନ୍

ପଶୁଙ୍କୁ ମଧ୍ୟ ପେନସନ୍ ମିଳିବ। ଏଥିପାଇଁ ସଂସଦରେ ବିଲ୍ ମଧ୍ୟ ପାରିତ ହୋଇଛି। ତେବେ ଏହି ନିୟମ ଭାରତ ନୁହଁ ପୋଲାଣ୍ଡରେ ଲାଗୁ ହୋଇଛି। ସରକାରୀ ଚାକିରିରୁ ଅବସର ନେବା ପରେ ପୋଲାଣ୍ଡର ଘୋଡା ଓ କୁକୁରଙ୍କୁ ପେନସନ୍ ଦେବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି।

ମାଲିକ ମୁଣ୍ଡରୁ କମିଲା ବୋଝ; କୁକୁର ଓ ଘୋଡାଙ୍କୁ ମିଳିବ ପେନସନ୍
Image Credit: ପ୍ରତିକାତ୍ମକ ଫଟୋ

About the Author