ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱକୁ ଏହି ଚେତାବନୀ ଦେଲା WHO

Omicron Variant: ବୈଜ୍ଞାନିକମାନେ କହିଛନ୍ତି ଯେ 'ଓମିକ୍ରନ୍' ଭାରିଆଣ୍ଟ ହେଉଛି ଏକାଧିକ ପରିବର୍ତ୍ତନର ଫଳାଫଳ । କୋଭିଡର ଅଧିକ ସଂକ୍ରାମକ B.1.1.1.529 ଭାରିଆଣ୍ଟକୁ ପ୍ରଥମେ 24 ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ରିପୋର୍ଟ କରାଯାଇଥିଲା ।

ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱକୁ ଏହି ଚେତାବନୀ ଦେଲା WHO

About the Author