ବାତିଲ ହେବ କି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ? BCCI ସଭାପତି ଗାଙ୍ଗୁଲି ଦେଲେ ଏହି ବଡ଼ ବୟାନ

ଭାରତୀୟ କ୍ରିକେଟ୍ ଦଳ (Team India) ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବକୁ କି ନାହିଁ, ସେନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (Sourav Ganguly) ଏକ ବଡ଼ ଖୁଲାସା କରିଛନ୍ତି । ଏହି ଯାତ୍ରା ଆସନ୍ତା ମାସର 17 ତାରିଖରୁ ଆରମ୍ଭ ହେବାର କାଯ୍ୟକ୍ରମ ରହିଛି ।

ବାତିଲ ହେବ କି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ? BCCI ସଭାପତି ଗାଙ୍ଗୁଲି ଦେଲେ ଏହି ବଡ଼ ବୟାନ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More