ଜ୍ଞାନବାପୀ ପରିସରରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ୩୧ ବର୍ଷ ପରେ ଏଠାରେ ହେଉଛି ଭଗବାନଙ୍କ ଆରାଧନା

Gyanvapi Case: ନିକଟରେ ଜ୍ଞାନବାପୀ ପରିସରରେ ଏକ ସର୍ଭେ କରାଯାଇଥିଲା। ଯାହାର ରିପୋର୍ଟରେ କୁହାଯାଇଥିଲା ଯେ ଏଠାରେ ଥିବା ବେସମେଣ୍ଟରେ ମୂର୍ତ୍ତି ମିଳିଥିଲା।

ଜ୍ଞାନବାପୀ ପରିସରରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ୩୧ ବର୍ଷ ପରେ ଏଠାରେ ହେଉଛି ଭଗବାନଙ୍କ ଆରାଧନା
Image Credit: Gyanvapi Case

About the Author