ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମନ୍ତ୍ରୀ କହିଲେ, ଆପୋଷ ଆଲୋଚନା ବିଫଳ !

ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା । ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୈସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୈସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ । କିନ୍ତୁ ଛତିଶଗ

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମନ୍ତ୍ରୀ କହିଲେ, ଆପୋଷ ଆଲୋଚନା ବିଫଳ !
Image Credit: ଫାଇଲ ଫଟୋ

About the Author