Video: ଛକିଶୂନ ରିଲିଜ୍ ପୂର୍ବରୁ ଜାଗ୍ରତିଙ୍କ ସହ ଅନୁଭବଙ୍କ ଭିଡିଓ ଭାଇରାଲ୍
Ollywood News: ଏଥିରେ ଏକ ଭୟଙ୍କର ଅଭିଯୋଗର ଶିକାର ହୋଇଥିବା ପିତାଙ୍କ ବେଦନା ଓ ନ୍ୟାୟ ପାଇଁ ସଂଘର୍ଷ ପରି ଏକ ଗମ୍ଭୀର ସାମାଜିକ ପ୍ରସଙ୍ଗକୁ ଏକ କୋର୍ଟ ରୁମ୍ ଡ୍ରାମା ମାଧ୍ୟମରେ ଅତି ନିଖୁଣ ଭାବରେ ଦର୍ଶାଯାଇଛି।
ନୂଆଦିଲ୍ଲୀ: ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଝଟକା। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୂକ ନିର୍ଯାତନା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ଉଚ୍ଚ ନ୍ୟାୟାଳୟ। ଏଠାରେ କହି ରଖୁ କି ଅନୁଭବ ଓ ତାଙ୍କ କର୍ମଚାରୀ ଘଗେଶ୍ୱରଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ଅଭିନେତ୍ର
Anubhav Mohanty: ସୋସିଆଲ ମିଡିଆ ଫେସବୁକରେ ଅନୁଭବ ଲେଖିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, ଏହି ପବିତ୍ର ଦଶହରାରେ, ଓଡ଼ିଆ ସିନେମା ତା’ର ସବୁଠାରୁ କଳା ଦିନର ସମ୍ମୁଖୀନ ହେଲା - ଅନ୍ୟାନ୍ୟ ଆଞ୍ଚଳିକ ଏବଂ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଥିଏଟରରୁ ହାଉସଫୁଲ୍ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ହଟାଇ ଦିଆଯାଇଥିଲା। ଏହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଏବଂ ଲୋକଙ୍କ ପ୍ରତି ଘୋର ଅନ୍ୟାୟ।
Anubhav Mohanty Networth: ଓଲିଉଡ଼ ଜଗତର ସୁପରଷ୍ଟାର ତଥା ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି। ବିବାଦକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ସଫଳତା ପାଇଁ ଆଲୋଚନାର ଖୋରାକ ଯୋଗାଇଥାଆନ୍ତି। ସେ ରାଜନୀତି ପ୍ରସଙ୍ଗ ହେଉ ଅବା ବ୍ୟକ୍ତିଗତ ଖବରର ଶିରୋନାମା ପାଲଟିଥାଆନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ରହିଥିଲେ। ପ୍ରଥମ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢେଇରେ ସଫଳତା ପାଇବା ପରେ ସେ ଜାଗୃତି ଶୁକ୍ଳାଙ୍କୁ ବିବାହ କରିଥିଲେ।
Jagrati Shukla Video: ବିବାହ ପରେ ପ୍ରଥମ ଥର ଭାଇରାଲ ହେଲା ଜାଗ୍ରତିଙ୍କ ଏହି ଭିଡିଓ...। କିଛିଦିନ ତଳେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ସୁପରଷ୍ଟାର ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବିବାହ ଖବର। ଚଟ୍ ମଙ୍ଗନୀ ପଟ୍ ବିହା କରିଥିଲେ ଏହି ଚର୍ଚ୍ଚିତ ଯୋଡ଼ି । ତେବେ ଏହାରି ମଧ୍ୟରେ ଉଭୟେଙ୍କ ଅନେକ ଭି଼ଡିଓ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ହେଲେ ଜାଗ୍ରତିଙ୍କ ଇନଷ୍ଟା ପେଜ୍ ରେ ବେଶ୍ ପ୍ରଂଶସା ସାଉଁଣ୍ଟି ଥିଲା ଓଡ଼ିଶାର କୋଣାର୍କ ମନ୍ଦିରର ଭିଜୁଆଲ। ଆପଣ ବି ଦେଖନ୍ତୁ...
Video: ଜାଗ୍ରତି ଶୁକ୍ଳାଙ୍କୁ ବିବାହ କରିବା ପରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସେତେବେଳର ଯେତେବେଳେ ଅନୁଭବଙ୍କ ଗୋଡରେ ଆଘାତ ଲାଗିଥିଲା ଏବଂ ସେ ଚିକିତ୍ସାଧିନ ଥିଲେ । ସେତେବେଳେ ବର୍ଷା ଅନୁଭବଙ୍କ ସେବା କରିଥିଲେ ଯାହ ପ୍ରଶଂସା ମଧ୍ୟ ନିଜେ ଅନୁଭବ କରିଥିଲେ ।
Viral Video: ନିକଟରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଥିଲା । ମାର୍ଚ୍ଚ ୧୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ରହିଛି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବାଜା ବଜେଇ ନାଚ ଗୀତର ତାଳେ ତାଳେ ଜାଗ୍ରତିଙ୍କୁ ସ୍ୱାଗତ କରାଯାଉଛି ।
Anubhav Mohanty: ଜାଗ୍ରତିଙ୍କ ସହ ନିର୍ବନ୍ଧ ନେଇ ଚର୍ଚ୍ଚା ବେଳେ ଭାଇରାଲ ହେଲା ଅନୁଭବଙ୍କ ଏହି ଭିଡିଓ । ଖୁବ ଚର୍ଚ୍ଚାରେ ରହିଛି ଏବେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ଖବର । ତେବେ ସତରେ ନିର୍ବନ୍ଧ ଓ ବିବାହ ହେବ ନା ନାହିଁ ସେନେଇ କୌଣସି ସଠିକ୍ ସୂଚନା ମିଳିନଥିବା ବେଳେ ବେଶ୍ ଭାଇରାଲ ହେଉଛି ଏହି ଖବର । ତେବେ ପ୍ରଥମ ବିବାହରୁ ବିିଚ୍ଛେଦ ପରେ ଅନୁଭବ ପୁଣି ଥରେ ସଂସାର ଗଢିବେ କି...ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଆଉ ଠିକ୍ ଏତିକି ବେଳେ ଏକ ପୁରୁଣା ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
Varsha Priyadarshini: ଅନୁଭବ-ଜାଗ୍ରୃତିଙ୍କ ପଡକାଷ୍ଟ ପରେ ବର୍ଷା ସେୟାର କଲେ ନୂଆ ଭିଡିଓ । ଗତ ଦୁଇଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଡିଜିଟାଲ ପଡକାଷ୍ଟର କିଛିଟା କ୍ଲିପ୍ । ଏଥିରେ ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କ ବନ୍ଧୁ ତଥା ସାମ୍ବାଦିକା ଜାଗ୍ରତି ଶୁକ୍ଳା ରହିଛନ୍ତି। ତେବେ ବିବାହ କୁ ନେଇ କିଛି ଟା ପ୍ରଶ୍ନ ରେ ଏହି ଦୁଇ ଜଣ ଉତ୍ତର ରଖିଥିବା ବେଳେ ଜାଗ୍ରତି ରାଜି ସହ ଅନୁଭବ ଜଣେ ଭଲ ସ୍ୱାମୀ ହୋଇପାରିବେ ବୋଲି ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଏପଟେ ଠିକ୍ ସେଇଦିନ ନିଜ ଫେସବୁକ ରେ ଏକ ମୋଟିଭେସନାଲ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ । ତାଙ୍କରି ପ୍ରଡକ୍ସନ ହାଉସ୍ ବ୍ରଜରାଜ ମୁଭିସ୍ ପ୍ରଡକ୍ସନରୁ ଡ଼େବ୍ୟୁ କରିଥିଲେ ଉଭୟ ବର୍ଷା ଓ ଅନୁଭବ । ବସନ୍ତ ନାୟକଙ୍କ ଜନ୍ମ ବାର୍ଷିକୀରେ ପହଞ୍ଚିଥିଲେ ବର୍ଷା କିନ୍ତୁ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା ।
Viral Video: ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସ ଓ ଜନତାଙ୍କୁ ନିଜର ମନର କଥା କହିଥାନ୍ତି ଓ ଭାବନାକୁ ପ୍ରକାଶ କରିଥାନ୍ତି ଅଭିନେତା। ନିକଟରେ ସେ ଗୀତ ଗାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ....
Anubhav And Varsha: ଯାଜପୁର କାଳୀପୂଜାରେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ପାଖାପାଖି ମଣ୍ଡପରେ ଯୋଗଦେଇଥିଲେ ବର୍ଷା ଓ ଅନୁଭବ । କିନ୍ତୁ ଉଭୟ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ କେହି କାହା ବିଷୟରେ ମୁହଁ ଖୋଲିନଥିଲେ । ତେବେ ନିଜର ପ୍ରିୟ ଷ୍ଟାରଙ୍କୁ ଦେଖିବାକୁ ଲାଗିଥିଲା ପ୍ରବଳ ଗହଳି। ଅଦିନିଆ ବାଲିଯାତ୍ରା ପରି ଭ୍ରମ ସୃଷ୍ଟି କରିଥିଲା ଗତକାଲି ରାତିର ଭିଡ଼।
Video: ବାତ୍ୟା 'ଦାନା'କୁ ନେଇ ଲୋକଙ୍କ ମନରେ ଭୟ ରହିଥିବା ସମୟରେ ସୁପରଷ୍ଟାର ଅନୁଭବ ମହାନ୍ତି ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ବାତ୍ୟାକୁ ନେଇ ଆଦୌ ଭୟବୀତ ହୁଅନ୍ତୁ ନାହିଁ କିମ୍ୱା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଆମେ ପୂର୍ବରୁ କେତେ ବଡ଼ ବଡ଼ ବାତ୍ୟାସବୁକୁ ସାହସର ସହ ମୁକାବିଲା କରି ଆସିଛୁ । କାଳିଆ ଠାକୁର ଅଛନ୍ତି ସବୁକିଛି ଠିକ୍ କରିଦେବେ ।
Anubhav Mohanty: ବହୁ ପ୍ରତିକ୍ଷା ପରେ ରିଲିଜ ହୋଇଛି ଅନୁଭବ ମହାନ୍ତିଙ୍କ ଫିଲ୍ମ କର୍ମ। ଦଶହରା ରିଲିଜରେ ଗତ ୯ତାରିଖରେ ରିଲିଜ ହୋଇଥିବା ଫିଲ୍ମ କର୍ମକୁ ବେଶ୍ ପ୍ରଂଶସା କରୁଛନ୍ତି ଫ୍ୟାନ୍ସ। ତେବେ ଏହାର ପ୍ରିମିୟର କୁ ନେଇ ଟିକେ ବି ଢିଲା କରିନାହାଁନ୍ତି ଟିମ୍। ସେପଟେ ସୋସିଆଲ ମିଡିଆ ଇନଫ୍ଲୁଏନସର ତପିଙ୍କ ସହ ଚିଟ୍ ଚାଟ୍ କରିଛନ୍ତି ଅନୁଭବ। ତେବେ ଏହି ଭିଡିଓରେ ପୁଣିଥରେ ବର୍ଷା ପ୍ରିୟଦର୍ଶିନୀଙ୍କ କଥା ଉଠାଇଛନ୍ତି ଅନୁଭବ। ତେବେ ଇନଫ୍ଲୁଏନସର ତପି ମିଶ୍ର ଲେଖିଛନ୍ତି ଯେ, Knowledge is power! Let’s raise awareness about the PADV Act। ତେବେ ଏହି ଭିଡିଓ ଟି କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଛି।
ଦଶହରାରେ ବଡ଼ ପରଦାକୁ ଆସୁଛି ଅନୁଭବ ମହାନ୍ତିଙ୍କ ବହୁପ୍ରତିକ୍ଷିତ କର୍ମ। ତେବେ ଏହି ସିନେମା ବଡ଼ ପରଦାକୁ ଆସିବା ପୂର୍ବରୁ ଏଥିରେ ଅଭିନୟ କରିଥିବା ମନ୍ମୟ ଦେଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି।
Video: ଓଡ଼ିଆ ସିନେପ୍ରେମୀ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ନୂଆ ସିନେମା 'କର୍ମ' ଅପେକ୍ଷାରେ ରହିଛନ୍ତି । ଦଶହରା ବଜାରକୁ ବେଶ୍ ସରଗରମ କରିବ ଫିଲ୍ମ 'କର୍ମ' । ଯାହା ଏବେଠୁ ଅନୁମାନ ଲଗାଇସାରିଛନ୍ତି ସିନେ ବିଶେଷଜ୍ଞ । 'କର୍ମ' ରିଲିଜ୍ ପୂର୍ବରୁ ବର୍ତ୍ତମାନ 'ଚିରିଂ ଚିରିଂ' ଗୀତ ସୋସିଆଲ ମିଡିଆରେ ସବୁଠୁ ଆଗରେ ତଥା ଟ୍ରେଣ୍ଡିଂରେ ରହିଛି । ଅନ୍ୟପଟେ ସିନେମା ରିଲିଜ୍ ପୂର୍ବରୁ ପ୍ରସାର ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଛି ।
ନବନିର୍ମିତ ଓଡିଆ ସିନେମା ତଥା ସୁପରହିଟ ସିନେମା ଆଇ ଲଭ ୟୁ ୨ର ପ୍ରଯୋଜକ ବସନ୍ତ ନାୟକ ଓରଫ ଟୁଟୁ ନାୟକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
Video: ଦଶହରା ବଜାରରେ ଆସିବାକୁ ଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ' । ଏହି ସିନେମାକୁ ନେଇ ବର୍ତ୍ତମାନ ଯେତିକି ଚର୍ଚ୍ଚା ଆଲୋଚନା ଚାଲିଛି ବର୍ତ୍ତମାନ ସେତିକି ଚର୍ଚ୍ଚା ଗୀତ 'ଚିରିଂ ଚରିଂ ନିଶାଟା ଚଢିଲା'କୁ ନେଇ ଆରମ୍ଭ ହୋଇଯାଇଛି । କାରଣ ସୋସିଆଲ ମିଡିଆରେ ଖୋଲିଲେ ବର୍ତ୍ତମାନ ଅନେକ ରିଲ୍ସ ଆଖି ସାମ୍ନାକୁ ଆସିଯାଉଛି । ଏହି ଗୀତ ବର୍ତ୍ତମାନ ଟ୍ରେଣ୍ଡିରେ ରହିଛି ।
Ollywood News: ଦଶହରା ବଜାରକୁ ସରଗରମ କରିବା ପାଇଁ ଆସୁଛି ଅନୁଭବଙ୍କ ଅଭିନିତ ସିନେମା 'କର୍ମ' । ବର୍ତ୍ତମାନ କଥା ଉଠୁଛି ଗୋଟିଏ ପଟେ ସୁପରହିଟ୍ 'ଆଇ ଲଭ୍ ୟୁ' ସିନେମାର ନାୟକଙ୍କ 'କର୍ମ' ଏବଂ ଅନ୍ୟପଟେ ନୂଆ ନାୟକଙ୍କ 'ଆଇ ଲଭ୍ ୟୁ 2' ।
Anubhav Mohanty: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ନୂଆ ସିନେମା କର୍ମର ଗୋଟିଏ ପରେ ଗୋଟିଏ ଝଲକ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କ ପ୍ରିୟ ଅଭିନେତା ଅନୁଭବ ଆଜି କର୍ମ ସୁଟିଂ ସେଟର ଗୋଟିଏ ଝଲକ ସେୟାର କରିଛନ୍ତି । ସେଥିରେ ଅନୁଭବଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Video; ଅନେକ ଦିନ ପରେ ପୁଣିଥରେ ସୁଟିଂ ସେଟର ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ସୁପରଷ୍ଟାର ଅନୁଭବ ମହାନ୍ତି ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି