କମିଶନରେଟ ପୋଲିସରେ ଯୋଗ ଦେଲେ ଦୁଇ ଡିସିପି

ଟୁଇନ ସିଟି କମିଶନରେଟ ପୋଲିସର ନୂଆ ଟିମ୍ । ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାସ ଓ ପୁରୀ ଡିସିପି ଭାବେ ପ୍ରତୀକ ସିଂ ଯୋଗ ଦେଇଛନ୍ତି ।

କମିଶନରେଟ ପୋଲିସରେ ଯୋଗ ଦେଲେ ଦୁଇ ଡିସିପି
Image Credit: ଫାଇଲ ଫଟୋ

About the Author