'ବିଗ୍‌ ବସ୍‌-୧୩'ରେ ଏଣ୍ଟ୍ରି କଲେ ୨ ନୂଆ ସଦସ୍ୟ
Advertisement

'ବିଗ୍‌ ବସ୍‌-୧୩'ରେ ଏଣ୍ଟ୍ରି କଲେ ୨ ନୂଆ ସଦସ୍ୟ

ସୋସିଆଲ ମିଡିଆରେ 'ସଞ୍ଜୁ ବାବା' ନାଁରେ ଜଣାଯାଉଥିବା  ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। 'ବିବି' ହାଉସ୍‌ରେ ଗତ ଶନିବାରରେ ପ୍ରବେଶ କରିଛନ୍ତି।  

  • ସୋସିଆଲ ମିଡିଆରେ 'ସଞ୍ଜୁ ବାବା' ନାଁରେ ଜଣାଯାଉଥିବା  ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। 'ବିବି' ହାଉସ୍‌ରେ ଗତ ଶନିବାରରେ ପ୍ରବେଶ କରିଛନ୍ତି।  

Trending Photos

 'ବିଗ୍‌ ବସ୍‌-୧୩'ରେ ଏଣ୍ଟ୍ରି କଲେ ୨ ନୂଆ ସଦସ୍ୟ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ 'ବିଗ୍‌ ବସ୍‌'କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୨ ଯାଏଁ ସବୁବେଳେ ଛୋଟ ପରଦାରେ ଏହି ଶୋ ବିବାଦୀୟ ଚର୍ଚ୍ଚା ସାଉଁଟିବାରେ ସଫଳ ରହିଥିଲା। ତେବେ ଆହୁରି ବହୁତ ଡ୍ରାମା ଓ ଧମାକା କରିବା ଲାଗି ଚଳିତ ସିଜିନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ସୋସିଆଲ ମିଡିଆରେ 'ସଞ୍ଜୁ ବାବା' ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। 'ବିବି' ହାଉସ୍‌ରେ ନୂଆ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି।  

ସୋସିଆଲ ମିଡିଆରେ 'ସଞ୍ଜୁ ବାବା' ନାଁରେ ଜଣାଯାଉଥିବା  ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। 'ବିବି' ହାଉସ୍‌ରେ ଗତ ଶନିବାରରେ ପ୍ରବେଶ କରିଛନ୍ତି।  

fallbackଗତ ଶନିବାର ଦିନ 'ବିଗ୍ ବସ୍'ର ହୋଷ୍ଟ୍ ସଲ୍‌ମାନ୍ ଖାନ୍ ବହୁତ ରାଗି ଯାଇଥିଲେ।  ପାରସ ଛାବ୍ରା ଓ ଶେଫାଳିଙ୍କୁ  ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ। ଏହା ବ୍ୟତୀତ ରଶ୍ମି ଓ ଦେବୋଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ। ସଲମାନ କହିଥିଲେ, "ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍ ଘରେ ରହିବନି। ଆଜି ମୁଁ ବିବି-ହାଉସ୍‌ର ଗେଟ୍ ଖୋଲି ଦେଉଛି, ଯିଏ ଯିବା କଥା ଯାଅ"। ଅନ୍ୟ ଜଣେ ପ୍ରତିଯୋଗୀ ଅସୀମ୍‌ଙ୍କୁ ବି ସଲ୍‌ମାନ୍ ଗାଳି କରିଥିଲେ। କାରଣ ସେ 'ବିବି' ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।