ଏପରି ଏକ ଦେଶ ଯେଉଁଠି ଭାରତର ଗରିବ ଲୋକ ମଧ୍ୟ ଯାଇ ହୋଇଯିବେ ଧନୀ, ଜାଣନ୍ତୁ ସେହି ଦେଶ ବିଷୟରେ
Advertisement
Article Detail0/zeeodisha/odisha641500

ଏପରି ଏକ ଦେଶ ଯେଉଁଠି ଭାରତର ଗରିବ ଲୋକ ମଧ୍ୟ ଯାଇ ହୋଇଯିବେ ଧନୀ, ଜାଣନ୍ତୁ ସେହି ଦେଶ ବିଷୟରେ

ବିଶ୍ୱରେ ବହୁ ଦେଶରେ ଭାରତୀୟ ମୁଦ୍ରାର ମୂଲ୍ୟ ସେହି ଦେଶଗୁଡିକର ମୁଦ୍ରା ମୂଲ୍ୟ ଠାରୁ ଅଧିକ ରହିଛି । କିନ୍ତୁ ଆମେ ଯେଉଁ ଦେଶ କଥା କହୁବାକୁ ଯାଉଛୁ, ସେହି ଦେଶରେ ଭାରତୀୟ ଗୋଟିଏ ଟଙ୍କାର ମୂଲ୍ୟ ହେଉଛି ୩୦୦ ଟଙ୍କାରୁ ଅଧିକ ।

ଏପରି ଏକ ଦେଶ ଯେଉଁଠି ଭାରତର ଗରିବ ଲୋକ ମଧ୍ୟ ଯାଇ ହୋଇଯିବେ ଧନୀ, ଜାଣନ୍ତୁ ସେହି ଦେଶ ବିଷୟରେ

ନୂଆଦିଲ୍ଲୀ: ଆମ ଦେଶରେ ଗୋଟିଏ ଟଙ୍କାର ମୂଲ୍ୟ ଆମ ପାଇଁ ଅଧିକ ମୂଲ୍ୟବାନ ହୋଇ ନଥାଏ । ଅନ୍ୟପକ୍ଷେ ବିଶ୍ୱର ଏପରି କେତେକ ଦେଶ ରହିଛି, ଯେଉଁଠି ଆମ ଦେଶର ମୁଦ୍ରାର ମୂଲ୍ୟ ସେହି ଦେଶଗୁଡିକରେ ବହୁତ ଅଧିକ ହୋଇଥାଏ । ଆମେ ସାଧାରଣତଃ କହିଥାଏ ବର୍ତ୍ତମାନ ସମୟରେ ଗୋଟିଏ ଟଙ୍କାର କୌଣସି ମୂଲ୍ୟ ନାହିଁ କିନ୍ତୁ ଅନ୍ୟ ଦେଶରେ ଏହି ଗୋଟିଏ ଟଙ୍କାରେ ବହୁତ କିଛି ମିଳିଥାଏ । 

fallback

ବିଶ୍ୱରେ ବହୁ ଦେଶରେ ଭାରତୀୟ ମୁଦ୍ରାର ମୂଲ୍ୟ ସେହି ଦେଶଗୁଡିକର ମୁଦ୍ରା ମୂଲ୍ୟ ଠାରୁ ଅଧିକ ରହିଛି । କିନ୍ତୁ ଆମେ ଯେଉଁ ଦେଶ କଥା କହୁବାକୁ ଯାଉଛୁ, ସେହି ଦେଶରେ ଭାରତୀୟ ଗୋଟିଏ ଟଙ୍କାର ମୂଲ୍ୟ ହେଉଛି ୩୦୦ ଟଙ୍କାରୁ ଅଧିକ ।

fallback

ସେହି ଦେଶର ନାଁ ହେଉଛି ଭିଏତନାମ । ଏହି ଦେଶର ମୁଦ୍ରାର ନାମ ହେଉଛି ଡାଙ୍ଗ, ଯାହା ଭାରତୀୟ ମୁଦ୍ରାର ମୂଲ୍ୟ ଠାରୁ ବହୁତ ଦୁର୍ବଳ । ବର୍ତ୍ତମାନ ସମୟରେ ଭାରତୀୟ ଗୋଟିଏ ଟଙ୍କାର ମୂଲ୍ୟ ଭିଏତନାମରେ 337.08 ଭିଏତନାମୀ ଡାଙ୍ଗ ସହ ସମାନ । ଯଦି ଆପଣ ଏହି ସୌନ୍ଦର୍ଯ୍ୟମୟ ଦେଶରେ ଭ୍ରମଣ କରିବାକୁ ଚାହୁଛନ୍ତି । ତେବେ ଅତି ଅଳ୍ପ ଖର୍ଚ୍ଚରେ ନିଜ ଛୁଟି ଭିଏତନାମାରେ କାଟି ପାରିବେ ।  ଏହି ଦେଶର ମୁଖ୍ୟ ଧର୍ମ ହେଉଛି ବୌଦ୍ଧ ।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର