ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରି କଂଗ୍ରେସର ପ୍ରତିବାଦ
Advertisement

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରି କଂଗ୍ରେସର ପ୍ରତିବାଦ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରି ତୈଳ ଦର ବୃଦ୍ଧି ର ପ୍ରତିବାଦ କଲା ଯୁବ କଂଗ୍ରେସ।

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରି କଂଗ୍ରେସର ପ୍ରତିବାଦ

ଅଜୟ ନାଥ, ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରି ତୈଳ ଦର ବୃଦ୍ଧି ର ପ୍ରତିବାଦ କଲା ଯୁବ କଂଗ୍ରେସ। ଲଗାତାର ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରବୃଦ୍ଧି ର ପ୍ରତିବାଦ କରିଛି ସମ୍ବଲପୁର ଯୁବ କଂଗ୍ରେସ। 

ରାଜ୍ୟ ଯୁବ କଂଗ୍ରେସର ଆଶୁତୋଷ ସ୍ୱାଇଁ ଏବଂ ସମ୍ବଲପୁର ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର ଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ କର୍ମୀ ମାନେ ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୋଷ୍ଟର ଚିରିଥିଲେ।ସେମାନେ ମୋଦିଙ୍କର ପୋଷ୍ଟର ଚିରିବା ସହ "ମୋଦି ମାନେ ମହଙ୍ଗା" ବୋଲି ନୂଆ ପୋଷ୍ଟର ଲଗାଇ ପ୍ରତିବାଦ କରିଥିଲେ।