କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର

ରାଜ୍ୟର କୋରୋନା ସ୍ଥିତିକୁ ନଜରରେ ରଖି ପ୍ରାୟ ୧୭,୦୦୦ କଏଦୀଙ୍କୁ ପାରୋଲରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର |

 କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର