• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ବଦଳିଲା ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର ନାଁ

ଦିଲ୍ଲୀ ସରକାର ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର  ନାମ  ବଦଳାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେସନ କରିବାକୁ ନିଷ୍ପତି ନେଇଛନ୍ତି

ବଦଳିଲା ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର ନାଁ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର  ନାମ  ବଦଳାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେସନ କରିବାକୁ ନିଷ୍ପତି ନେଇଛନ୍ତି ।  ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ଏହାକୁ ଆଜି ଘୋଷଣା କରିଛନ୍ତି  । 

ଏହା ସହ  ମୁକାରବା ଚୌକ ଓ ଫ୍ଲାଇଓଭରର ନାମ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ରଖାଯିବ  । ଏବଂ ବଦରପୁର - ମେହରୋୖଲି ରୋଡର  ନାମ ବଦଳାଇ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞା ମାର୍ଗ କରାଯିବ ବୋଲି  ସିସୋଦିଆ କହିଛନ୍ତି  ।