• ରାଜ୍ୟରେ ଆଜି ୬୧୬୪ କରୋନା ପଜିଟିଭ୍ ଚିହ୍ନଟ
  • କ୍ୱାରେଣ୍ଟାଇନରୁ ୩୫୭୫ ଓ ଲୋକାଲ କଣ୍ଟାକ୍ଟରୁ ୨୫୮୯ ଜଣ ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧ ଶହ ୩୨ ପଜିଟିଭ ଚିହ୍ନଟ
  • ମହାରାଷ୍ଟ୍ରରେ ବେକାବୁ କୋରୋନା
  • ଆଜି ରାତି ୮ଟାରୁ ମେ ୧ ଯାଏ ରାଜ୍ୟ କଡ଼ା କଟକଣା
  • ବ୍ରେକ ଦି ଚେନ ଅଭିଯାନ ସମୟରେ ବିନା କାରଣରେ ଘରୁ ବାହାରିଲେ ୧୦ ହଜାର ଯାଏ ଜରିମାନା
  • କେବଳ ଜରୁରୀ ସେବା ଯୋଗାଣକାରୀ ଘରୋଇ ଗାଡ଼ିକୁ ମିଳିବ ଅନୁମତି
  • ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି
  • ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଦିଲ୍ଲୀରେ ଭୂକମ୍ପ, ତୀବ୍ରତା 6.8

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ 5ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଝଟକା ପଞ୍ଜାବ, ଶ୍ରୀନଗର , ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ଓ ହରିଆଣାରେ ଏହି ମୃଦ୍ୟୁ ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ପ୍ରାଥମିକ ସୂଚନା ମୁତାବକ 6।8 ରହିଥିବା ବେଳେ ଏହାର କେନ୍ଦ୍ର ଆଫଗାନିସ୍ତାନ ହୋଇଥିବା ଜଣାପଡ଼ିଛି। 

ଦିଲ୍ଲୀରେ ଭୂକମ୍ପ, ତୀବ୍ରତା 6.8
ଦିଲ୍ଲୀରେ ଭୂକମ୍ପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ 5ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଝଟକା ପଞ୍ଜାବ, ଶ୍ରୀନଗର , ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ଓ ହରିଆଣାରେ ଏହି ମୃଦ୍ୟୁ ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ପ୍ରାଥମିକ ସୂଚନା ମୁତାବକ 6।8 ରହିଥିବା ବେଳେ ଏହାର କେନ୍ଦ୍ର ଆଫଗାନିସ୍ତାନ ହୋଇଥିବା ଜଣାପଡ଼ିଛି।