ଦିଲ୍ଲୀରେ ଭୂକମ୍ପ, ତୀବ୍ରତା 6.8
Advertisement

ଦିଲ୍ଲୀରେ ଭୂକମ୍ପ, ତୀବ୍ରତା 6.8

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ 5ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଝଟକା ପଞ୍ଜାବ, ଶ୍ରୀନଗର , ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ଓ ହରିଆଣାରେ ଏହି ମୃଦ୍ୟୁ ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ପ୍ରାଥମିକ ସୂଚନା ମୁତାବକ 6।8 ରହିଥିବା ବେଳେ ଏହାର କେନ୍ଦ୍ର ଆଫଗାନିସ୍ତାନ ହୋଇଥିବା ଜଣାପଡ଼ିଛି। 

ଦିଲ୍ଲୀରେ ଭୂକମ୍ପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ 5ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଝଟକା ପଞ୍ଜାବ, ଶ୍ରୀନଗର , ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ଓ ହରିଆଣାରେ ଏହି ମୃଦ୍ୟୁ ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ପ୍ରାଥମିକ ସୂଚନା ମୁତାବକ 6।8 ରହିଥିବା ବେଳେ ଏହାର କେନ୍ଦ୍ର ଆଫଗାନିସ୍ତାନ ହୋଇଥିବା ଜଣାପଡ଼ିଛି।