ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ
Advertisement

ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ

ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ । ପାଖାପାଖି ୧୮ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି ବିଭାଗୀୟ ଅଧିକାରୀ । ଯାତ୍ରୀ କାହିଁକି ଏତେ ଟଙ୍କାର ସୁନା ରଖିଥିଲେ, ତାକୁ ନେଇ ତଦନ୍ତ ଚାଲିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ । ପାଖାପାଖି ୧୮ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି ବିଭାଗୀୟ ଅଧିକାରୀ । ଯାତ୍ରୀ କାହିଁକି ଏତେ ଟଙ୍କାର ସୁନା ରଖିଥିଲେ, ତାକୁ ନେଇ ତଦନ୍ତ ଚାଲିଛି । 

ସୂଚନା ମୁତାବକ, ଗୁରୁବାର ଜଣେ ଯାତ୍ରୀଙ୍କ ପାଖରୁ ଏହି ସୁନା ଜବତ ହୋଇଥିଲା । ପାଖାପାଖି ୧୮ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ନିଜ ପାଖରେ ଯାତ୍ରୀ ଜଣକ ରଖିଥିଲେ । ତେବେ ସେ କେଉଁଠୁ ଏତେ ସୁନା ଆଣିଲେ, କୁଆଡେ ନେଉଥିଲେ, ତାକୁ ନେଇ ତଦନ୍ତ ଚାଲିଛି । 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସାରେ ବାଂଲାଦେଶୀଙ୍କ ସମ୍ପୃକ୍ତି, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ