ଲକ ଡାଉନ 4.0: ୩୦ ଜିଲ୍ଲାକୁ ମିଳିବ ନାହିଁ ଆଶ୍ୱସ୍ତି

କୋରୋନା ମୁକାବିଲା ପାଇଁ ଦେଶ ବ୍ୟାପୀ ଲକ ଡାଉନ 4.0 ଲାଗୁ ହେବା ନେଇ ବିଚାର ବିମର୍ଶ ଜାରି ରହିଛି | ବର୍ତ୍ତମାନ ସ୍ଥିତିରେ ୩୦ଟି ଜିଲ୍ଲାକୁ ଲକ ଡାଉନ 4.0 ବେଳେ କୌଣସିି ପ୍ରକାର ଆଶ୍ୱସ୍ତି ଦିଆଯିବ ନାହିଁ |

ଲକ ଡାଉନ 4.0: ୩୦ ଜିଲ୍ଲାକୁ ମିଳିବ ନାହିଁ ଆଶ୍ୱସ୍ତି