ଏହା ଋଷି କପୁରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ନୁହେଁ, ସାମ୍ନାକୁ ଆସିଲା ସତ

ସୋସିଆଲ୍ ମିଡିଆରେ ଯେଉଁ ଦାବି କରାଯାଉଛି, ତାହା ସମ୍ପୁର୍ଣ୍ଣ ମିଛ । ତାହା ଋଷି କପୁରଙ୍କ ଶେଷ ସମୟର ଭିଡିଓ ନଥିଲା ।

ଏହା ଋଷି କପୁରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ନୁହେଁ, ସାମ୍ନାକୁ ଆସିଲା ସତ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author