ଦାଉଦ ସହଯୋଗୀକୁ ଭାରତ ପ୍ରତ୍ୟାର୍ପଣ ଆବେଦନକୁ ବ୍ରିଟେନର ଖାରଜ

ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ଟାଇଗର ହନିଫଙ୍କୁ ପ୍ରତ୍ୟାର୍ପଣ ପାଇଁ ଭାରତ ଅନୁରୋଧକୁ ବ୍ରିଟିଶ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ରିଟେନର ଗୃହ ବିଭାଗ ଏହା ନିଶ୍ଚିତ କରିଛି। ଗୁଜୁରାଟର ସୁରଟ ସହରରେ ୧୯୯୩ରେ ଦୁଇଟି ବୋମା ବିସ୍ଫୋରଣ ମାମଲାରେ ଭାରତରେ ହନିଫଙ୍କୁ ଖୋଜା ଚାଲିଛି। ହନିଫଙ୍କ ସମ୍ପୂର୍ଣ୍ଣ ନାମ ମହମ୍ମଦ ହନିଫ ଉମରଜୀ ପଟେଲ ଏ

ଦାଉଦ ସହଯୋଗୀକୁ ଭାରତ ପ୍ରତ୍ୟାର୍ପଣ ଆବେଦନକୁ ବ୍ରିଟେନର ଖାରଜ

About the Author