ସ୍ମୃତି ଇରାନୀଙ୍କ ତଲୱାର ଡ୍ୟାନ୍ସ, ଦେଖନ୍ତୁ ଭିଡିଓ
Advertisement

ସ୍ମୃତି ଇରାନୀଙ୍କ ତଲୱାର ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଡ୍ୟାନ୍ସିଂ ମୁଡରେ ସ୍ମୃତି ଇରାନୀ । ହାତରେ ତଲୱାର ଧରି ଧୁମ ଧାଡକା ଡ୍ୟାନ୍ସ କଲେ  କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ । କୁନି କୁନି ପିଲାଙ୍କ ସହ ଏଭଳି ନାଚୁଥିବାର ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଡ୍ୟାନ୍ସିଂ ମୁଡରେ ସ୍ମୃତି ଇରାନୀ । ହାତରେ ତଲୱାର ଧରି ଧୁମ ଧାଡକା ଡ୍ୟାନ୍ସ କଲେ  କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ । କୁନି କୁନି ପିଲାଙ୍କ ସହ ଏଭଳି ନାଚୁଥିବାର ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି । 

ଗତକାଲି ଗୁଜୁରାଟ ଗସ୍ତରେ ଥିଲେ ସ୍ମୃତି ଇରାନୀ । ଭାବନଗରର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହି ଅବସରରେ ପାରମ୍ପରିକ 'ତଲୱାର ରାସ' ଡ୍ୟାନ୍ସ କରିଥିଲେ ସ୍ମୃତି । କୁନି କୁନି ଝିଅ ମୁଣ୍ଡରେ ପଗଡି ଏବଂ ହାତରେ ତଲୱାର ଧରି ଡ୍ୟାନ୍ସ କରୁଥିଲେ । ଆଉ ଏମାନଙ୍କ ଗହଣରେ ମିଶି କିଛି ସମୟ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ଡ୍ୟାନ୍ସ କରିଥିଲେ ।