Devara Film: ଜୁନିୟର NTRଙ୍କ ଅପକମିଂ ଫିଲ୍ମ Devaraକୁ ନେଇ ଆସିଲା ଏହି ୫ଟି ବଡ଼ ଅପଡେଟ୍

Written ByRasmita SahooEdited By:Rasmita Sahoo
Published: Feb 17, 2024, 02:44 PM IST|Updated: Feb 17, 2024, 02:44 PM IST

Devara Film: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ଆଗାମୀ ଚଳଚ୍ଚିତ୍ର ଦେବରା ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ସହିତ ବଲିଉଡ ଅଭିନେତ୍ରୀ ଜାନଭୀ କପୁର  (Janhvi Kapoor) ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଶଂସକମାନେ Jr NTRଙ୍କ (Junior NTR) ଫିଲ୍ମ ଦେବରା ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ଅଭିନେତା ନିଜେ ଫିଲ୍ମ ବିଷୟରେ ଏକ ବଡ ଅପଡେଟ ଦେଇଛନ୍ତି ଯାହାକୁ ନେଇ ପ୍ରଂଶସକ ମାନେ ଟିକେ ନିରାଶ ହୋଇଛନ୍ତି।