Advertisement
photoDetails0hindi

Lifestyle Story: ବିନା ବ୍ରଶ କରି ଜଳ ପାନ କରିବା ଠିକ ନା ଭୁଲ?

Drinking Water in Morning: ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଳ ଏବଂ ପରିସ୍ରା ଆକାରରେ ବାହାରି ଯାଇଥାଏ। ଏହି ରୁଟିନ୍ ଅନୁସରଣ କଲେ ଆପଣ ପେଟ ଏବଂ ଚର୍ମ ସମ୍ବନ୍ଧୀୟ ରୋଗର ସାମ୍ନା କରିବେ ନାହିଁ। 

1/4

୧. ଲୋକେ ବିଶ୍ୱାସ କରନ୍ତି ଯେ ସକାଳେ ଦାନ୍ତ ଘଷିବା ପୂର୍ବରୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମଜବୁତ ହୋଇଥାଏ। ଏହା ବ୍ୟତୀତ ପାଟିରେ ଜୀବାଣୁ ଜମା ହେବ ନାହିଁ।

2/4

୨. ସକାଳେ ଦାନ୍ତ ଘଷିବା ଖାଲି ପେଟରେ ପାଣି ନ ପିଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ଯେଉଁମାନଙ୍କୁ ଅତିଶୀଘ୍ର ଥଣ୍ଡା ହୋଇଯାଏ, ସେମାନେ ନିଶ୍ଚିତ ଭାବେ ସକାଳେ ପାଣି ପିଇବା ଆବଶ୍ୟକ।

3/4

୩. ବ୍ରଶ ନକରି ପାଣି ପିଇବା ଦ୍ୱାରା ଆପଣଙ୍କ କେଶ ଶକ୍ତିଶାଳୀ ହେବା ସହ ଏଥିରେ ଚମକ ଆସିଥାଏ। ଏପରିକି ଚର୍ମରେ ମଧ୍ୟ ଚମକ ଆସିଥାଏ। ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ସମସ୍ୟା ରହେ ନାହିଁ। ଯେପରିକି କୋଷ୍ଠକାଠିନ୍ୟ ଭଳି ସମସ୍ୟା।

4/4

୪. ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଭଳି ରୋଗରେ ପୀଡି଼ତ, ତାହେଲେ ଆପଣଙ୍କୁ ସକାଳେ ଜଳପାନ କରିବାକୁ ହେବ। ଏହା ବ୍ୟତୀତ ସକାଳେ ଖାଲି ପେଟରେ ଦାନ୍ତ ଘଷିବା ବିନା ପାଣି ପିଇବା ମଧ୍ୟ ମୋଟାପଣକୁ ହ୍ରାସ କରିଥାଏ।