Advertisement
photoDetails0hindi

Morning Tips: ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କଲେ ମିଳେ ଏହିସବୁ ଫାଇଦା, ଜୀବନରେ ମିଳିଥାଏ...

Bathing Benefits in Morning: ସକାଳୁ ମଣିଷ ନିଜର ଦିନଚର୍ଯ୍ୟାର ଆରମ୍ଭ କରିଥାଏ । ଶାସ୍ତ୍ର ଅନୁଯାୟୀ, ସକାଳେ ସ୍ନାନ କରିବାର ଅନେକ ଗୁରୁତ୍ୱ ରହିଛି । ଗାଧୋଇବା ଦ୍ବାରା ନା କେବଳ ଶରୀର ସଫା ହୋଇଥାଏ ତା ନୁହେଁ ବରଂ ସ୍ନାନ କରିବା ଦ୍ବାରା ଶରୀରକୁ ଅନ୍ୟାନ୍ୟ ଲାଭ ମଧ୍ୟ ହୋଇଥାଏ । ଚାଲନ୍ତୁ ଏନେଇ ଆଲୋଚନା କରିବା ।

1/5

ସଫଳତା ପାଇଁ ଶରୀର ସହ ମନ ମଧ୍ଯ ପରିଷ୍କାର ହେବା ଆବଶ୍ୟକ । ସ୍କନ୍ଦ ପୁରାଣଙ୍କ ଅନୁଯାୟୀ, ପ୍ରତ୍ୟେକ ଦିନ ସକାଳୁ ଗାଧୋଇବା ଦ୍ୱାରା ଶରୀର ସହ ମନ ମଧ୍ୟ ଶୁଦ୍ଧ ହୋଇଯାଏ।

2/5

ସକାଳୁ ସ୍ନାନ କରିବା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ । ରୋଗ ପ୍ରତିରୋଧ ବୃଦ୍ଧି ପାଇଥାଏ । ଲକ୍ଷ୍ୟ ହାସଲ କରିବା ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

3/5

ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଦ୍ବାରା ବୁଦ୍ଧି ବିକଶିତ ହୋଇଥାଏ । ସକାଳ ସମୟରେ ମସ୍ତିଷ୍କ ଭଲ ଚିନ୍ତାଧାରାକୁ ଅଧିକ ମାତ୍ରାରେ ଗ୍ରହଣ କରିବାକୁ ସକ୍ଷମ ହୋଇଥାଏ । ଗାଧୋଇବା ଦ୍ୱାରା ମନ ଶୁଦ୍ଧି ହେବା ସହ ସକରାତ୍ମକ ଚିନ୍ତାଧାରା ମଧ୍ଯ ବୃଦ୍ଧି ପାଇଥାଏ ।

4/5

ବ୍ରହ୍ମା ମୁହୂର୍ତ୍ତରେ ବିଛଣା ଛାଡି ଗାଧୋଇବା ଦ୍ୱାରା ଅଳସୁଆମିରୁ ମୁକ୍ତି ମିଳିଥାଏ, ଯାହା କାମ ଶେଷ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶରୀର ପୂର୍ତ୍ତି ଥିଲେ ମଣିଷ ସମସ୍ତ ପ୍ରକାର କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଏ ।

5/5

ଶାସ୍ତ୍ର ଅନୁଯାୟୀ, ସକାଳ ୬ଟାରୁ ୮ଟା ମଧ୍ୟରେ ସ୍ନାନ କରିବାକୁ "ମାନବ ସ୍ନାନ" କୁହାଯାଏ । ଏହି ସମୟ ମଧ୍ଯରେ ସ୍ନାନ କଲେ ଅର୍ଥ ଲାଭ ସହ ବ୍ୟକ୍ତିକୁ ତା ଜୀବନରେ ସଫଳତା ମିଳିଥାଏ ।