Rules Change from March 2024: Paytm ରୁ SBI ପର୍ଯ୍ୟନ୍ତ ୧ ମାର୍ଚ୍ଚରୁ ବଦଳିବାକୁ ଯାଉଛି ଏସବୁ ନିୟମ

Written ByJagdish Barik
Published: Feb 29, 2024, 08:43 PM IST|Updated: Feb 29, 2024, 08:45 PM IST

Rules Change from March 2024: ମାର୍ଚ୍ଚ ମାସରେ Paytm ରୁ SBI ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବ। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପକାଇବ। ୧ ମାର୍ଚ୍ଚରୁ ଦେଶରେ କ’ଣ ପରିବର୍ତ୍ତନ ହେଉଛି ଏବଂ କେଉଁ ଜିନିଷକୁ ଧ୍ୟାନରେ ରଖିବା ଆବଶ୍ୟକ ତାହା ଆସନ୍ତୁ ଜାଣିବା।