VK Pandian: ପୁରୀରେ ଭିକେ ପାଣ୍ତିଆନଙ୍କ ରୋଡ ଶୋ', ଦେଖନ୍ତୁ କିଛି ଝଲକ୍

Written ByZee Odisha Desk
Published: May 20, 2024, 09:09 PM IST|Updated: May 20, 2024, 09:09 PM IST

VK Pandian: ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଦେଖନ୍ତୁ ରୋଡ଼ ଶୋ' ସମୟର କିଛି ଝଲକ୍...