ମନ୍ତ୍ରୀଙ୍କୁ ବି ଖାତିରି ନାହିଁ! ପୁରୀରେ BJDର ୨ ଗୋଷ୍ଠୀ ହାତାହାତି

ମନ୍ତ୍ରୀ ସମୀର ଦାଶ ଓ ସାଂସଦ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ BJDର ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି। ସ୍ଲୋଗାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି।

ମନ୍ତ୍ରୀଙ୍କୁ ବି ଖାତିରି ନାହିଁ! ପୁରୀରେ BJDର ୨ ଗୋଷ୍ଠୀ ହାତାହାତି
Image Credit: ଶାନ୍ତି ଦୂତଙ୍କ ସମାରୋହରେ ଅଶାନ୍ତି

About the Author