Odisha Election 2024: ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ, ସାରା ଦେଶରେ ପଛୁଆ

ଏହି ପର୍ଯ୍ୟାୟରେ ୯୯ ଳକ୍ଷ ୬୧ ହଜାର ଭୋଟର ଭୋଟ୍‍ ଦେବାର ବ୍ୟବସ୍ଥା ହୋଇଛି। ଏହି ପର୍ଯ୍ୟାୟରେ ୧୦୮୮୨ ବୁଥରେ ଭୋଟ ଗ୍ରହଣ କରାଯାଉଛି।

Odisha Election 2024: ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ, ସାରା ଦେଶରେ ପଛୁଆ

About the Author