ମଧ୍ୟ ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ

ଭୁବନେଶ୍ଵର ଲୋକସଭା ଆସନରେ ଦିନ ସାଢ଼େ ୩ଟା ସୁଦ୍ଧା ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ସେ ବହୁ ଭୋଟ ବ୍ୟବଧାନରେ ଆଗୁଆ ଥିବା ସୂଚନା ମିଳିଛି। ଏହି ଆସନରୁ ଶ୍ରୀମତୀ ଷଡ଼ଙ୍ଗୀ ୩,୩୪,୩୪୪ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିରୁ ମନ୍ମଥ ରାଉତରାୟ ୨୫, ୧୮୯ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି। ସେହିପରି କଂଗ୍ରେସରୁ ୟାସିର୍ ନୱାଜ୍ ୪୦,୭୫୫ ଖଣ୍ଡ ଭୋଟ ପାଇଛନ୍ତି।

ମଧ୍ୟ ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ

About the Author