Sarvesh Singh Died: ମୋରାଦାବାଦରୁ ବିଜେପି ପ୍ରାର୍ଥୀ ଥିବା ସର୍ବେଶ ସିଂଙ୍କ ଦେହାନ୍ତ, ଗତକାଲି ଦେଇଥିଲେ ଭୋଟ୍

Sarvesh Singh Died: ମୋରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ବେଶ ସିଂଙ୍କ ଦେହାନ୍ତ ହୋଇଛି। ଗତକାଲି ମୋରାଦାବାଦରେ ମତଦାନ ହୋଇଥିଲା। ସର୍ଭେଶ ସିଂ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି।

Sarvesh Singh Died: ମୋରାଦାବାଦରୁ ବିଜେପି ପ୍ରାର୍ଥୀ ଥିବା ସର୍ବେଶ ସିଂଙ୍କ ଦେହାନ୍ତ, ଗତକାଲି ଦେଇଥିଲେ ଭୋଟ୍
Image Credit: Sarvesh Singh Died

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More