BJP Leader: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଳାଇଲେ; ଜୟନାରାୟଣ ଓ ଲକ୍ଷ୍ମଣଙ୍କୁ ଭୁଲିଗଲେ

ରାଜ୍ୟ ବିଜେପି ଭିତରେ ବିଧାୟକଙ୍କ ଏହି ଅସନ୍ତୋଷ ଆଗକୁ ଉଗ୍ର ରୂପ ନେବାର ଆଶଙ୍କା ଦେଖାଉଛି। କେନ୍ଦ୍ରୀୟ ନେତୃତ୍ୱରୁ ଆରମ୍ଭ କରି ରାଜ୍ୟ ନେତାମାନେ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି ବୋଲି କହି ବିଜେଡିର ମୁଖିଆଙ୍କୁ ସମ୍ମାନୀତ କରିବା ଏବଂ ନିଜ ଦଳର ତୁଙ୍ଗ ନେତାଙ୍କୁ ଅପମାନିତ କରିବା ଦଳକୁ ଆଗକୁ ଅନେକ ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ଦେଖା ଦେଇଛି।

BJP Leader: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଳାଇଲେ; ଜୟନାରାୟଣ ଓ ଲକ୍ଷ୍ମଣଙ୍କୁ ଭୁଲିଗଲେ

About the Author