ମୋଦୀଙ୍କୁ ନବୀନଙ୍କ ପ୍ରଶଂସା: ଭାରତକୁ ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସମ୍ବଲପୁରଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରିବେବେଳେ ପ୍ରଧାନମନ୍ତ୍ରୀ ଭାରତକୁ ନୂଆ ଦିଗ ନିର୍ଦ୍ଦେଶ କରିଛନ୍ତି ବୋଲି କହିଛନ୍ତି। ଏହାସହ ଭାରତୀୟ ଭାଷାକୁ ଭଲ ପାଉଥିବା ଜଣେ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅଭିହିତ କରି ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷ ସମ୍ମିଳନୀ ଆୟୋଜନ କରୁଥିବା ଓଡ଼ିଶାରେ ତାଙ୍କ ଉପସ୍ଥିତି ଏକ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ନବୀନ।

ମୋଦୀଙ୍କୁ ନବୀନଙ୍କ ପ୍ରଶଂସା: ଭାରତକୁ ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ

About the Author