Gujarat News: ଆସନ୍ତାକାଲି ହେବ ଶପଥ ଗ୍ରହଣ, ଭୂପେନ୍ଦ୍ର ପଟେଲଙ୍କ ସହ ଶପଥ ନେବ କ୍ୟାବିନେଟ

Gujarat Cabinet: ଗତ ଗୁରୁବାର ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳ ବୈଠକ। ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଅନୁଷ୍ଠିତ ହୋଇଥିଲା ବିଧାୟକ ଦଳ ବୈଠକ। ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ।

Gujarat News: ଆସନ୍ତାକାଲି  ହେବ ଶପଥ ଗ୍ରହଣ, ଭୂପେନ୍ଦ୍ର ପଟେଲଙ୍କ ସହ ଶପଥ ନେବ କ୍ୟାବିନେଟ

About the Author