Odisha Election 2024: କଣ୍ଟାମାଳରେ ସାନି ମତଦାନ- ହିଂସା ଉପୁଜିଥିବା ଦୁଇ ବୁଥରେ ଭୋଟ ଦେଉଛନ୍ତି ଜନତା

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟର ଆସି ନିଜର ମତଦାନ କରିଛନ୍ତି। ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା ଓ କାଦପଦର, ଯାହା ବୁଥ ସଂଖ୍ୟା ୨୬ ଓ ୨୮ ଭାବେ ପରିଚିତ। ୨୦ ତାରିଖ ଦ୍ୱଇତୀୟ ପର୍ଯ୍ୟାୟ ଭୋଟ ଗ୍ରହ

Odisha Election 2024: କଣ୍ଟାମାଳରେ ସାନି ମତଦାନ- ହିଂସା ଉପୁଜିଥିବା ଦୁଇ ବୁଥରେ ଭୋଟ ଦେଉଛନ୍ତି ଜନତା

About the Author