Padma Awards 2022: ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷିତ, ଏହି ୨ ବ୍ୟକ୍ତିତ୍ୱ ପାଇବେ ପଦ୍ମଭୂଷଣ
Advertisement

Padma Awards 2022: ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷିତ, ଏହି ୨ ବ୍ୟକ୍ତିତ୍ୱ ପାଇବେ ପଦ୍ମଭୂଷଣ

ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

Padma Awards 2022: ଚଳିତ ବର୍ଷ ପାଇଁ  ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷିତ, ଏହି ୨ ବ୍ୟକ୍ତିତ୍ୱ ପାଇବେ ପଦ୍ମଭୂଷଣ

ନୂଆଦିଲ୍ଲୀ: ୨୦୨୨ ବର୍ଷ ପଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ  ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟପଟେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲା, ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

୨୦୨୨ ପଦ୍ମ ବିଭୂଷଣ ବିଜେତା

  • ସିଡିଏସ ଜେନେରାଲ ବିପିନ ରାୱତ (ମରଣୋତ୍ତର)
  • କଲ୍ୟାଣ ସିଂହ (ମରଣୋତ୍ତର)
  • ରାଧେଶ୍ୟାମ ଖେମକା (ମରଣୋତ୍ତର)
  • ପ୍ରଭା ଆତ୍ରେ

୨୦୨୨ ପଦ୍ମ ଭୂଷଣ ବିଜେତା

  • ୧.ଗୁଲାମ ନବୀ ଆଜାଦ
  • ୨.ଭିକ୍ଟର ବାନାର୍ଜୀ
  • ୩.ଗୁରମିତ ବାୱା (ମରଣୋତ୍ତର)
  • ୪.ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
  • ୫.ନଟରାଜନ ଚନ୍ଦ୍ରଶେଖରନ
  • ୬. ଶ୍ରୀ କ୍ରୀଷ୍ଣ ଏଲ୍ଲା ଏବଂ ଶ୍ରୀମତି ସୁଚିତ୍ରା ଏଲ୍ଲା
  • ୭.ମଥୁର ଜାଫେରୀ (United States of America)
  • ୮.ଦେବେନ୍ଦ୍ର ଝାଝାରିଆ
  • ୯.ରସିଦ ଖାନ
  • ୧୦.ରାଜୀବ ମେହର୍ଷି
  • ୧୧.ସତ୍ୟ ନାରାୟଣ ନାଡ଼େଲା (United States of America)
  • ୧୨.ସୁନ୍ଦରରାଜନ ପିଚାଇ (United States of America)
  • ୧୩.ସାଇରସ ପୁନୱାଲା
  • ୧୪.ସଞ୍ଜୟ ରାଜାରାମ (Mexico)
  • ୧୫.ପ୍ରତିଭା ରାଏ
  • ୧୬.ସ୍ୱାମୀ ସଚ୍ଚିଦାନନ୍ଦ
  • ୧୭.ବଶିଷ୍ଠ ତ୍ରୀପାଠି

୨୦୨୨ ପଦ୍ମଶ୍ରୀ ବିଜେତା

  • ୧.ପ୍ରହ୍ଲାଦ ରାଏ ଅଗ୍ରୱାଲ
  • ୨.ନଜମା ଅଖତର
  • ୩.ସୁମିତ ଅନଟିଲ୍
  • ୪. T.ସେନକା Ao
  • ୫.ଶ୍ରୀମତି କମଳିନି ଅସ୍ଥାନା ଏବଂଶ୍ରୀମତି ନଳିନୀ ଅସ୍ଥାନା
  • ୬.ସୁବ୍ବନା ଅୟାପ୍ପାନ
  • ୭.JK ବଜାଜ
  • ୮. ଶ୍ରୀ ଶିରପି ବାଲାସୁବ୍ରମଣ୍ୟମ
  • ୯.ଶ୍ରୀମଦ ବାବା ବଳିଆ
  • ୧୦.ସଂଘମିତ୍ରା ବନ୍ଦୋପାଧ୍ୟାୟ
  • ୧୧. ମାଧୁରୀ ବର୍ଥୱାଲ
  • ୧୨.ଆଖୋନେ ଅସଗର ଅଲି ବସାରାତ
  • ୧୩.ହିମତରାୱ ବାୱସକର
  • ୧୪.ହର ମୋହିନ୍ଦର ସିଂହ ବେଦୀ
  • ୧୫.ପ୍ରମୋଦ ଭଗତ
  • ୧୬.S.ବାଲେଶ ଭଜାନ୍ତ୍ରୀ
  • ୧୭.ଖାଣ୍ଡୁ ୱାଙ୍ଗଚୁକ ଭୂତିଆ
  • ୧୮.ମାରିଆ ଖ୍ରୀଷ୍ଟୋଫର ବିୟର୍ସ୍କି (Poland)
  • ୧୯.ଆଚାର୍ଯ୍ୟ ଚନ୍ଦନାଜୀ
  • ୨୦.ସୁଲୋଚନା ଚଭନ
  • ୨୧.ନୀରଜ ଚୋପ୍ରା
  • ୨୨.ଶକନ୍ତଳା ଚୌଧୁରୀ
  • ୨୩.ଶଙ୍କର ନାରାୟଣ ମେନନ ଚୁନ୍ଦାୟିଲ
  • ୨୪.S.ଦାମୋଦରନ୍
  • ୨୫.ଫୈଜଲ ଅଲି ଦାର
  • ୨୬.ଜଗଜିତ ସିଂହ ଦାରଦି
  • ୨୭.ଡ.ପ୍ରକୋର ଦାସ ଗୁପ୍ତା
  • ୨୮.ଆଦିତ୍ୟ ପ୍ରସାଦ ଦାସ
  • ୨୯.ଡ.ଲତା ଦେଶାଇ
  • ୩୦.ମାଲଜି ଭାଇ ଦେଶାଇ
  • ୩୧.ବାସନ୍ତୀ ଦେବୀ 
  • ୩୨. ଲୌରେବାମ ବିନୋ ଦେବୀ
  • ୩୩.ଖଲିଲ ଧାନଣ୍ଟେଜଭୀ (ମରଣୋତ୍ତର)
  • ୩୪.ସବଜି ଭାଇ ଢୋଲକିଆ
  • ୩୫. ଅର୍ଜୁନ ସିଂହ ଧୂର୍ଭେ
  • ୩୬.ବିଜୟ କୁମାର ବିନାୟକ ଡୋଙ୍ଗରେ
  • ୩୭. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ
  • ୩୮.ଧନେଶ୍ୱର ଏଙ୍ଗଟି
  • ୩୯.ଓମ ପ୍ରକାଶ ଗାନ୍ଧୀ
  • ୪୦.ନରସୀମାହା ରାଓ ଗରିକାପତ୍ତି
  • ୪୧.ଗିରଧାରୀ ରାମ ଘୋଞ୍ଜୁ (ମରଣୋତ୍ତର)
  • ୪୨.ଶୈବାଲ ଗୁପ୍ତା
  • ୪୩.ନରସିଂହ ପ୍ରସାଦ ଗୁରୁ
  • ୪୪.ଗୋସାଭୀଡୁ ଶୈଖ ହାସନ (ମରଣୋତ୍ତର)
  • ୪୫.ରାୟୁକୋ ହିରା (Japan)
  • ୪୬.ସୋସମା ଆଇପେ
  • ୪୭.ଅବଧ କିଶୋର ଜାଡି଼ଆ
  • ୪୮.ସାଓକର ଜାନକୀ
  • ୪୯.ତାରା ଜୌହାର
  • ୫୦.ବନ୍ଦନା କଟାରିଆ
  • ୫୧. HR କେଶବାମୂର୍ତ୍ତୀ
  • ୫୨. ରୁଟଗେର କୋର୍ଟେନହର୍ସ୍ଟ (Ireland)
  • ୫୩. P.ନାରାୟଣ କୂରୂପ
  • ୫୪. ଅବନୀ ଲେଖରା
  • ୫୫.ମୋତି ଲାଲ ମଦାନ
  • ୫୬.ଶିବନାଥ ମିଶ୍ର
  • ୫୭.ଡ଼ ନରେନ୍ଦ୍ର ପ୍ରସାଦ ମିଶ୍ର (ମରଣୋତ୍ତର)
  • ୫୮.ଦର୍ଶନମ ମୋଙ୍ଗିଲୈହା
  • ୫୯.ଗୁରୁପ୍ରସାଦ ମହାପାତ୍ର (ମରଣୋତ୍ତର)
  • ୬୦.ଥାଭିଲ କୋଙ୍ଗାମ୍ପଟ୍ଟୁ AV ମୁରୁଗେୟାନ୍
  • ୬୧.R.ମୁଥୁକନ୍ନାମ୍ମଲ୍
  • ୬୨.ଅବଦୁଲ ଖାଦେରନଦାକାଟ୍ଟିନ୍
  • ୬୩.ଅମାଇ ମହାଲିଙ୍ଗ୍ ନାୟକ
  • ୬୪.ସେରିଙ୍ଗ୍ ନାମଗ୍ୟାଲ୍
  • ୬୫. AKC ନଟରାଜନ
  • ୬୬. VL ନାଘାକା
  • ୬୭. ସୋନୁ ନିଗମ
  • ୬୮. ରାମ ସହାୟ ପାଣ୍ଡେ
  • ୬୯.ଚିରୋପତ୍ ପ୍ରାପାଣ୍ଡାବିଦ୍ୟା (Thailand)
  • ୭୦. KV ରାବିୟା
  • ୭୧.ଅନିଲ କୁମାର ରାଜବଂଶୀ
  • ୭୨. ଶୀଷରାମ
  • ୭୩. ରାମଚନ୍ଦ୍ରୈୟା
  • ୭୪.ଡ.ସୁନାକର ଭେଙ୍କଟା ଆଦିନାରାୟଣ ରାଓ
  • ୭୫.ଗାମିତ ରାମିଲାବେନ ରାୟସିଂହଭାଇ 
  • ୭୬. ପଦ୍ମଜା ରେଡ୍ଡୀ
  • ୭୭. ଟୁଲକୁ ରିନପୋଚେ
  • ୭୮.ବ୍ରହ୍ମନନ୍ଦ ଶାଙ୍ଖୱାଲକର
  • ୭୯.ବିଦ୍ୟାନନ୍ଦ ସାରେକ
  • ୮୦.କାଳୀ ପଦ ସାରେନ
  • ୮୧. ଡ଼.ଭୀରସ୍ୱାମୀ ଶେସିହା
  • ୮୨. ପ୍ରଭାବେନ ଶାହ
  • ୮୩. ଦିଲୀର ଶାହାଣୀ
  • ୮୪. ରାମଦୟାଲ ଶର୍ମା
  • ୮୫. ବିଶ୍ୱାମୂର୍ତ୍ତୀ ଶାସ୍ତ୍ରୀ
  • ୮୬. ତାତିଆନା ଲଭୋଭନଭା ଶାଉମାୟନ୍ (Russia)
  • ୮୭. ସିଦ୍ଧାଲିଙ୍ଗୈହା (ମରଣୋତ୍ତର)
  • ୮୮.କାଜୀ ସିଂହ 
  • ୮୯.କୋନସାମ ଇବୋମଚା ସିଂହ
  • ୯୦.ପ୍ରେମ ସିଂହ
  • ୯୧. ସେଠ ପାଲ ସିଂହ
  • ୯୨.ବିଦ୍ୟା ବିନ୍ଦୁ ସିଂହ
  • ୯୩.ଇକବାଲ ସିଂହ ଜୀ
  • ୯୪. ଭୀମସେନ ସିଂଘଲ
  • ୯୫.ଶିବାନନ୍ଦ
  • ୯୬.ଅଜୟ କୁମାର ସୋନାକର
  • ୯୭.ଅଜିତା ଶ୍ରୀବାସ୍ତବ
  • ୯୮.ସଦଗୁରୁ ବ୍ରହ୍ମେସାନନ୍ଦ ଆଚାର୍ଯ୍ୟ ସ୍ୱାମୀ
  • ୯୯.ଡ.ବାଲାଜୀ ତାମ୍ବେ (ମରଣୋତ୍ତର)
  • ୧୦୦.ରଘୁବେନ୍ଦ୍ର ତନୱାର
  • ୧୦୧.କମଳାକର ତ୍ରୀପାଠି
  • ୧୦୨. ଲଲିତା ଭାକିଲ 
  • ୧୦୩.ଦୁର୍ଗା ବାଇ ବ୍ୟାମ
  • ୧୦୪. ଜୟନ୍ତ କୁମାର ମଙ୍ଗଲାଲ ଭ୍ୟାସ
  • ୧୦୫.ବଡାପ୍ଲିନ୍ ୱାର