Poonam Pandey:ନିଜର ମୃତ୍ୟୁକୁ ନେଇ ଗୁଜବ କରିଥିବା ପୁନମ୍ କେତେ କୋଟିର ମାଲିକାଣୀ ?

ଅଭିନେତ୍ରୀ ପୁନମ୍ ପାଣ୍ଡେ ସର୍ଭିକାଲ କର୍କଟରେ ମୃତ୍ୟୁ ବରଣ କରିଛନ୍ତି । ପୁଣମ୍ ପାଣ୍ଡେଙ୍କ ଜୀବନ ଗ୍ଲାମରିୟସ ଦେଖାଯାଉଥିଲେ ସୁଦ୍ଧା ତାଙ୍କ ଜୀବନ ସଂଘର୍ଷମୟ ଥିଲା । ଲଭ୍ ଲାଇଫ୍ ରୁ କ୍ୟାରୟର ପର୍ଯ୍ୟନ୍ତ ସବୁଠି ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ଶୈମ ବମ୍ବେଙ୍କୁ ବିବାହ କରି କିଛି ଦିନ ପରେ ଅଲଗା ହୋଇଥିଲେ । ଘରୋଇ ହିଂସା ଅଭିଯୋଗରେ

Poonam Pandey:ନିଜର ମୃତ୍ୟୁକୁ ନେଇ ଗୁଜବ କରିଥିବା ପୁନମ୍ କେତେ କୋଟିର ମାଲିକାଣୀ ?
Image Credit: SOCIAL MEDIA

About the Author