ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ ଠାବ
Advertisement

ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ ଠାବ

  ପୁରୀ ବେଳାଭୂମିରେ ହୃଦୟ ବିଦାରକ ଦୃଶ୍ୟ । ଆଜି ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛର ମୃତ ଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି ।  ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ମୃତ ଦେହ ପଡିରହିଛି ।

ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ ଠାବ

ପୁରୀ:  ପୁରୀ ବେଳାଭୂମିରେ ହୃଦୟ ବିଦାରକ ଦୃଶ୍ୟ । ଆଜି ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛର ମୃତ ଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି ।  ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ମୃତ ଦେହ ପଡିରହିଛି ।

fallbackଅଲିଭ ରିଡଲେ ବିରଳ ପ୍ରାଣୀ ହୋଇଥିବାରୁ ଏହାର ସୁରକ୍ଷା ପ୍ରତି  ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଟ୍ରଲର ମାଡ କିମ୍ବା ମତ୍ସଜୀବିଙ୍କ ଜାଲରେ ପଡି କଇଁଛମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କଇଁଛର ମୃତଦେହ ପଡି ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବାବେଳେ ବେଳାଭୂମି କିପରି ସଫା ହେବ ସେନେଇ ପ୍ରଶାସନିକ ସ୍ତରରେ ତତ୍ପରତାର ଅଭାବ ପରିଲକ୍ଷିତ ହୋଇଛି ।