• ଅନୁଭବ ବର୍ଷା ବିବାଦ ମାମଲା ,ଜିଲ୍ଲା ଜଜ୍ କୋର୍ଟ କୁ ଗଲେ ଅନୁଭବ ମହାନ୍ତି
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରିଲେ ଅନୁଭବ
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା
  • ରାୟଗଡ଼ାରେ ମୃଦୁ ଭୂମିକମ୍ପ,ରିକ୍ଚର ସ୍କେଲରେ ତୀବ୍ରତା ୩,୨ ରେକର୍ଡ
  • ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୨ ହଜାର ଟପିଲା
  • ୨୪ ଘଣ୍ଟାରେ ୨ ହଜାର ୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ
  • ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ପଜିଟିଭ୍ ଚିହ୍ନଟ
  • ଦିନକରେ ଦେଶରେ ୨,୦୦,୭୩୯ ନୂଆ କୋରୋନା ଆକ୍ରାନ୍ତ, ୧,୦୩୮ ମୃତ
  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୦,୭୪,୫୬୪ କୁ ବୃଦ୍ଧି
  • ସୁସ୍ଥ ହେଲେଣି ୧,୨୪,୨୯,୫୬୪, ସକ୍ରିୟ ସଂକ୍ରମିତ ୧୪,୭୧,୮୭୭, ମୃତ୍ୟୁ ଲକ୍ଷେ ୭୩ ପାର୍

ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ ଠାବ

  ପୁରୀ ବେଳାଭୂମିରେ ହୃଦୟ ବିଦାରକ ଦୃଶ୍ୟ । ଆଜି ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛର ମୃତ ଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି ।  ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ମୃତ ଦେହ ପଡିରହିଛି ।

ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ ଠାବ

ପୁରୀ:  ପୁରୀ ବେଳାଭୂମିରେ ହୃଦୟ ବିଦାରକ ଦୃଶ୍ୟ । ଆଜି ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛର ମୃତ ଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି ।  ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ମୃତ ଦେହ ପଡିରହିଛି ।

ଅଲିଭ ରିଡଲେ ବିରଳ ପ୍ରାଣୀ ହୋଇଥିବାରୁ ଏହାର ସୁରକ୍ଷା ପ୍ରତି  ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଟ୍ରଲର ମାଡ କିମ୍ବା ମତ୍ସଜୀବିଙ୍କ ଜାଲରେ ପଡି କଇଁଛମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କଇଁଛର ମୃତଦେହ ପଡି ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବାବେଳେ ବେଳାଭୂମି କିପରି ସଫା ହେବ ସେନେଇ ପ୍ରଶାସନିକ ସ୍ତରରେ ତତ୍ପରତାର ଅଭାବ ପରିଲକ୍ଷିତ ହୋଇଛି ।