• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Puri
  • /ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ

ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ

କୋରୋନା ପାଇଁ ମନ ଖୋଲା ଆନନ୍ଦ ଉଲ୍ଲାସ ପାଇଛି ହରିଣ

Edited ByZee Odisha Desk
Published: Apr 03, 2020, 10:36 PM IST|Updated: Apr 03, 2020, 10:36 PM IST
joinshare
ହରିଣ ପାଇଁ ଲକ୍ ଡାଉନ ପାଲଟିଛି ସୁବର୍ଣ୍ଣସୁଯୋଗ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Success Story Of Sharadendu Tiwari:ଦେଶ ପ୍ରେମ ଆଗରେ ତୁଚ୍ଛ ୪୬ ଲକ୍ଷର ଚାକିରି,ସେନାରେ ଯୋଗ ଦ

    Success Story Of Sharadendu Tiwari:ଦେଶ ପ୍ରେମ ଆଗରେ ତୁଚ୍ଛ ୪୬ ଲକ୍ଷର ଚାକିରି,ସେନାରେ ଯୋଗ ଦ

    2

    ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ରେଡ୍: ୫ ଲକ୍ଷ ନଗଦ ପରେ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍

    3

    Odisha DGP: ବାଲେଶ୍ୱରରେ ଡିଜିଙ୍କ ମାରାଥନ୍ ମିଟିଂ, ଆଇନଶୃଙ୍ଖଳା ଉପରେ ଫୋକସ୍

    4

    ପ୍ରବଳ ବର୍ଷା କାରଣରୁ ଏହି ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡି ଛୁଟି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

    5

    Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    ସଞ୍ଜୟ କୁମାର ମହାପାତ୍ର, ପୁରୀ:  ସାରା ଭାରତ ବର୍ଷ ଦୀର୍ଘ ୧୦ଦିନ ହେବ ଲକ୍ ଡାଉନରେ ରହିଛି । ପୁରୀରେ ମଧ୍ୟ ଲକ୍ ଡାଉନକୁ କଡାକଡି କରାଯାଇଛି । ଏହି ସମୟରେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ କୌତୁହଳ ପୂର୍ଣ୍ଣ ଭିଡିଓ । ଏହି ଭିଡିଓଟି ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ସମୁଦ୍ରକୂଳର ଦୃଶ୍ଯ ବୋଲି ଦର୍ଶାଯାଇଛି । ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ମାଈ ହରିଣ କିଭଳି ଆନନ୍ଦରେ ସମୁଦ୍ର ଜୁଆର ସହ ଖେଳ ଖେଳୁଛି । ସମୁଦ୍ର ଜୁଆର ଆସୁଥିବା ବେଳେ ତା ଆଗରେ ହରିଣଟି ଖେଳୁଛି । ଯେତେବେଳେ ଜୁଆର ପାଣି ତାଦେହରେ ଆଘାତ କରୁଛି ତ ସେ ଆନନ୍ଦ ଉଲ୍ଲାସରେ ଖେଳୁଥିବା ନଜରକୁ ଆସୁଛି ।

    ଏବେ ଲକଡାଉନ ଯୋଗୁଁ ପୁରୀ ବେଳାଭୂମି ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବାରୁ ହରିଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ପର୍ଯ୍ୟଟକମାନେ ନ ଥିବାରୁ ତାଙ୍କୁ କେହି ବାଧା ଦେବାକୁ ନାହାନ୍ତି । ଏଠି ଯେଉଁ ଭିଡିଓଟି ରହିଛି ସେଥିରେ ଗୋଟିଏ ହରିଣ ଖେଳୁଥିବା ଦେଖାଯାଇଛି ତ ଜଣାପଡୁଛି ବୋଧହୁଏ ହରିଣଟି ଦଳ ମଧ୍ୟରୁ ବାହାରି ଆସି ଏଭଳି ନିଆରା ମୁହୁର୍ତ୍ତକୁ ହାତଛଡା କରିବାକୁ ଚାହିଁ ନାହିଁ । ତେବେ ଏଭଳି କୌତୁହଳପୂର୍ଣ୍ଣ ଭିଡିଓଟି ଲକ୍ ଡାଉନ ସମୟରେ ସମସ୍ତଙ୍କୁ ବେଶ୍ ଆନନ୍ଦ ଦେଇଛି ।

    Add Zee News as a Preferred Source
    TAGS:
    Lock Down Effect in odisha