History of olta rath: ଜାଣନ୍ତୁ ବାହୁଡା଼ ଯାତ୍ରାର ଇତିହାସ?

mahaprabhu Return Journey : ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା। ଜନ୍ମ ବେଦୀରେ ନବଦିନାତ୍ମକ ଲୀଳା ସମାପନ ପରେ ଭାଇ ଭଉଣୀଙ୍କୁ ସାଥିରେ ଧରି ମହା ପ୍ରଭୁ ବଡ଼ ଠାକୁର ଶ୍ରୀମନ୍ଦିରକୁ ବାହୁଡିବେ। ହେରାପଞ୍ଚମୀ ତିଥିରେ ମା' ମହାଲକ୍ଷ୍ମୀଙ୍କୁ କଥା ଦେଇଥିବା କାଳିଆ ଠାକୁର ଆଜି ଫେରୁଛନ୍ତି ଶ୍ରୀମନ୍ଦିର l ଏ ପଟେ ଶ୍ରୀଜୀୟୁମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରସ୍ତୁତ ।

History of olta rath: ଜାଣନ୍ତୁ ବାହୁଡା଼ ଯାତ୍ରାର ଇତିହାସ?
Image Credit: rathyatra

About the Author