FIFA World Cup 2022: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି, ୧୦୦୦ତମ ମ୍ୟାଚରେ ରଚିଲେ ଇତିହାସ

Messi in FIFA World Cup 2022: ଶନିବାର ଫିଫା ବିଶ୍ୱକପର ରାଉଣ୍ଡ-୧୬ରେ ଦୁଇଟି ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚ ନେଦରଲାଣ୍ଡ ଓ ଆମେରିକା ମଧ୍ୟରେ ଖାଳାଯାଇଥିଲା। ଏଥିରେ ନେଦରଲାଣ୍ଡ ଦଳ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାଟରରେ ପ୍ରବେଶ କରିଛି।

 FIFA World Cup 2022: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି, ୧୦୦୦ତମ ମ୍ୟାଚରେ ରଚିଲେ ଇତିହାସ

About the Author